ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମାରେ ମା ସମଲେଶ୍ୱରୀ ପୂଜା — ଭକ୍ତି ଓ ଏକତାର ଅବିସ୍ମରଣୀୟ ମିଳନ ମହୋତ୍ସବ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମରେ ଦଶହରା ପୂର୍ଣ୍ଣିମା ଅବସରରେ ମା ସମଲେଶ୍ୱରୀ ଠାକୁରାଣୀଙ୍କ ପବିତ୍ର ପୂଜା ଭକ୍ତିଭାବରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ପୁରାତନ ପରମ୍ପରା ଅନୁଯାୟୀ, ପୂର୍ଣ୍ଣିମା ଦିନ ମା ସମଲେଶ୍ୱରୀଙ୍କ ମହାପୂଜା ଓ ଆଶୀର୍ବାଦ ଗ୍ରହଣ…

ଗାଁ ମାଟିର ସୁଗନ୍ଧ ବହି ଆସୁଛି ରାଜେଶ ଦାସଙ୍କ ମୃଦଙ୍ଗ ଶବ୍ଦରେ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଯୁବ କଳାକାର ରାଜେଶ କୁମାର ଦାସ ନିଜ ମୃଦଙ୍ଗ ଶବ୍ଦରେ ଗାଁ ମାଟିର ସୁଗନ୍ଧ ଓ ସଂସ୍କୃତିର ଚିହ୍ନକୁ ଜୀବନ୍ତ ରଖିଛନ୍ତି। ସେ ଏକ କରମସାନୀ ବାୟକ ରୂପେ ବରଗଡ଼ ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମାଜରେ…

ବିଜେପି ସରକାରରେ ନିଜ ଦଳର ଲୋକେ ବି ଅସୁରକ୍ଷିତ: କଂଗ୍ରେସ

https://youtu.be/OiqsZR9-efY   ପୁଲିସର ମାତ୍ରାଧିକ ରାଜନୀତିକରଣ ଏଥିପାଇଁ ଦାୟୀ; ବିଜେଡି ରାସ୍ତାରେ ବିଜେପି ଯଦି କେନ୍ଦ୍ର ନେତୃତ୍ବ କାମ କରିବାକୁ ଦେଉନାହିଁ, ମୁଖ୍ୟମନ୍ତ୍ରୀ ସମ୍ମାନର ସହ ଓହରିଯାଆନ୍ତୁ ଭୁବନେଶ୍ବର ତା୦୭-୧୦-୨୦୨୫ରିଖ ରାଜ୍ୟରେ ବିଜେପିର ପନ୍ଦର…

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ: ଘାସିରାମ ମାଝୀଙ୍କ ନାମ ଏଆଇସିସି ଘୋଷଣା କଲା

ପ୍ରଚାରରେ କଂଗ୍ରେସ ଆଗୁଆ; ଦଳୀୟ ମହଲରେ ଆନନ୍ଦ ଭୁବନେଶ୍ୱର, ତା ୦୭.୧୦.୨୫ :- ଆସନ୍ତା ୧୧ ନଭେମ୍ବର ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତିରେ ଆଗୁଆ ରହିଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ…

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

ଗଞ୍ଜାମରେ ବିଜେପି ନେତାଙ୍କ ହତ୍ୟା ଘଟଣା ପରେ ବିଜେଡିର ପ୍ରତିକ୍ରିୟା ଗତ ଏକ ସପ୍ତାହରେ ଆଇନଶୃଙ୍ଖଳା ସ୍ଥିତି ସାଙ୍ଘାତିକ ହୋଇଛି ୨୪ ଘଣ୍ଟାରେ ଗଞ୍ଜାମରେ ୩ଟି ମର୍ଡର ମୋହନ ସରକାର ଆସିବା ପରେ ଗଞ୍ଜାମରେ ୧୨୮ ମର୍ଡର ଭୁବନେଶ୍ୱର, ୦୭/୧୦/୨୦୨୫: ରାଜ୍ୟର ଆଇନ…

ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ

ଖୋର୍ଦ୍ଧାରୁ (ଶେକ ଜାଫର): ଖୋର୍ଦ୍ଧା 16 ନମ୍ୱର ଜାତୀୟ ରାଜପଥ କଡରେ ଥିବା ପଣ୍ଡିତ ଢ଼ାବାରୁ ବିପୁଳ ପରିମାଣର ନକଲି କଫସିରପ୍‌ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ଓ ସଦର ଥାନା ପୋଲିସର ମିଳିତ ଚଢ଼ାଉ ବେଳେ ଏସବୁ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ବିଭଅଗକୁ…

ରିଜର୍ଭ ଜଙ୍ଗଲ ରୁ କଟିଲା ଶହ ଶହ ଗଛ – ରେଞ୍ଜ ଅଫିସ ଧାରଣା ଦେଲେ ଗ୍ରାମବାସୀ

ଝାରବନ୍ଧ:ପାଇକମାଲ/ମନୋହର ଦାଶ ସାରା ରାଜ୍ୟରେ ବର୍ତ୍ତମାନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରି ନ ଥିବା ବେଲେ ଝାରବନ୍ଧ ବନ ବିଭାଗ ଅଧିନ କୁର୍ଲୁପାଲି ଭଣ୍ଡାରପୁରୀ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରୁ କୁର୍ଲୁପାଲି ସରପଞ୍ଚ ଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ତୁକରାମ ପଟେଲ ବେଆଇନ ଭାବେ ଗଛ…

କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା।

ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଦୈବୀ ଦୁର୍ବିପାକର ଶିକାର ହୋଇଥିବା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମର ବନ୍ୟା ପ୍ଲାବିତ ୧୦ ଟି ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ବରେ ତଥା…

ବାସ୍କେଟବଲ୍ ଜାତୀୟ ଚାମ୍ପିଅନସିପ୍ ଉଦଘାଟିତ।

ଭୁବନେଶ୍ୱର, ୬-୧୦-୨୫.: ଭୁବନେଶ୍ୱର ସ୍ତିତ କେଟି ଗ୍ଲୋବାଲ୍ ସ୍କୁଲ ପରିସରରେ ଥିବା କ୍ରିକେଟ୍ ଗ୍ରାଉଣ୍ଡରେ ବରୁଣେଇ ପାହାଡ଼ର ମନୋରମ ପୃଷ୍ଠଭୂମିରେ ଆୟୋଜିତ ହୋଇଛି ସ୍ପେଶାଲ ଅଲମ୍ପିକ୍ସ ର ବସ୍କେଟ ବଲ ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ୨୫୦ କ୍ୟାମ୍ପର (ପ୍ରତିଯୋଗୀ…

ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବି : ଭକ୍ତ

 ଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ କଂଗ୍ରେସ ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ ନୂଆପଡ଼ା / ଭୁବନେଶ୍ୱର, ତା ୬.୧୦.୨୫ :- ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ…