ଗାଙ୍ଗପୁରରେ କ୍ଲାଇମେଟ୍ ପଂଚାୟତ ; ପରିବେଶ ସୁରକ୍ଷା ଆମର ଦୀକ୍ଷା ହେଉ : ବିଧାୟକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ମଣିଷ ସମାଜର ଅବହେଳା ଯୋଗୁଁ ଆଜି ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷିତ I ଜଳବାୟୁରେ ବିରାଟ ପରିବର୍ତ୍ତନ I ଯାହାର ଫଳ ସ୍ଵରୂପ କଳିଙ୍ଗା ଭୂସ୍ଖଳନ, ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ବିପର୍ଯ୍ୟୟ ସୃଷ୍ଟି ହେଉଛି I ତେଣୁ ବର୍ତ୍ତମାନ ପୁନଶ୍ଚ ପୃଥିବୀର ସମୟ ଆସିଛି I…