ଜିଲ୍ଲା ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସାଂସଦ ଙ୍କ ଦାବୀ।

ବରଗଡ଼: ବରଗଡ଼ ସରକାରୀ ଜିଲ୍ଲା ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାର ଜରୁରୀ ଆବଶ୍ୟକତା ବିଷୟରେ ଅବଗତ କରାଇବା ପାଇଁ ଏବଂ ଅତିରିକ୍ତ ଭାବରେ ବିଦ୍ୟମାନ ଜିଲ୍ଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍ କ୍ଷମତା ବିଶିଷ୍ଟ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ…

ସୁଦାନରେ ବନ୍ଧକ ହୋଇଥିବା ଓଡ଼ିଶାର ଜଣେ ବ୍ୟକ୍ତି ପରିବାର ନିକଟକୁ ଫେରିଲେ

 ଜଗତସିଂହପୁର,ତା-୧୭.୧୨.୨୦୨୫/ସୁମନ୍ତ କୁମାର ଦାସ: ଯୁଦ୍ଧଗ୍ରସ୍ତ ସୁଦାନରେ ସଶସ୍ତ୍ର ବିଦ୍ରୋହୀଙ୍କ ବନ୍ଦୀ ଭାବରେ ଏକ ଦୁଃସ୍ୱପ୍ନ ପରେ ଓଡ଼ିଆ ଟେକ୍ନିସିଆନ୍ ଆଦର୍ଶ ବେହେରା ଶେଷରେ ତାଙ୍କ ପରିବାରକୁ ଫେରିପାରିଛନ୍ତି। ଆଦର୍ଶ ବୁଧବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲେ, ଯେତେବେଳେ ତାଙ୍କୁ…

ପାରାଦୀପ ଶିଳ୍ପାଞ୍ଚଳ ସ୍ଥାନୀୟ ସଙ୍କଟ ସମୂହ (LCG) ବୈଠକ

ଜଗତସିଂହପୁର,ତା-୧୫ ଡିସେମ୍ବର ୨୦୨୫/ସୁମନ୍ତକୁମାରଦାସ: ପାରାଦୀପ ଶିଳ୍ପାଞ୍ଚଳର ସ୍ଥାନୀୟ ସଙ୍କଟ ସମୂହ (LCG) ବୈଠକ ୧୫ ଡିସେମ୍ବର ୨୦୨୫ ରିଖରେ ପାରାଦୀପ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ…

ପର୍ଯ୍ୟଟନ କ୍ଷେତ୍ରରେ ବୁଲା ବିକାଳୀ ଙ୍କୁ ଜୁଲମ : ବସୁଛି କଙ୍ଗାରୁ କୋର୍ଟ, ଆଦାୟ ହେଉଛି ଟଙ୍କା l

ଅସ୍ତରଙ୍ଗ: ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପିର ଯାହାନିଆଁ ବେଳାଭୂମି କୁ ଆସୁଥିବା ବୁଲା ବିକାଳୀ ମାନଙ୍କ ଉପରେ ସେଠାରେ ପୂର୍ବରୁ ଦୋକାନ ବଜ଼ାର କରି ରହିଥିବା ଦୋକାନୀ ମାନଙ୍କ ତରଫରୁ ହେଉଛି ଜୁଲମ | ବସୁଛି କଙ୍ଗାରୁ କୋର୍ଟ, ଆଦାୟ ହେଉଛି ଟଙ୍କା ବୋଲି ଏଭଳି ଅଭିଯୋଗ ମିଳିଛି ଗଣ ମାଧ୍ୟମ…

କେନ୍ଦ୍ରାପଡ଼ା ତହସିଲରେ ଜିଲ୍ଲାପାଳଙ୍କ ରାଜସ୍ବ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ତହସିଲରେ ଆଜି ଜିଲ୍ଲାପାଳ ରଘୁରାମ ଆୟର ରାଜସ୍ବ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଛନ୍ତି | ଆଜି ମୋଟ ୨୧ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଏବଂ ଗୋଟିଏ ସାମୂହିକ ରାଜସ୍ବ ଅଭିଯୋଗ ଅଭିଯୋଗ ପଞ୍ଜିକୃତ ହୋଇଥିଲା…

ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୃଜନ-୨୦୨୫

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସୃଜନ-୨୦୨୫ ଅନୁଷ୍ଠାନ ଅଧ୍ୟକ୍ଷ ମାନସରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ…

ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ରେ ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ

ଏହା ଡିକାର୍ବୋନାଇଜେସନ ଏବଂ ଊର୍ଜା କ୍ଷେତ୍ରରେ କମ୍ପାନୀର ପ୍ରମୁଖ ପ୍ରତିବଦ୍ଧତା ଦର୍ଶାଉଛି ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) କୁ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା…

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ ଟମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ତିନି ଦିନ ବ୍ୟାପି ଅନୁଷ୍ଠିତ ହେବାପରେ ଆଜି ଉଦଯାପିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବସନ୍ତ ଶତପଥୀ ପ୍ରାଦୀପ…

ଗୁଣପୁର ଉପଖଣ୍ଡ ଚଇତି କ୍ରିକେଟ ପ୍ରତିଯୋଗିତା ,ଫାଇନାଲରେ ରାଇଜିଙ୍ଗ ଷ୍ଟାର ଦଳ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ):  ଗୁଣପୁର ଉପଖଣ୍ଡ ସ୍ତରୀୟ ଚଇତି ଇଡିତାଲ ମୋହତ୍ସବ ଅଵସରରେ ସ୍ଥାନୀୟ ମିନି ଷ୍ଟାଡିୟମରେ ଚାରି ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତାରେ ରାଇଜିଙ୍ଗ ଷ୍ଟାର ଦଳ ଫାଇନାଲରେ ପ୍ରବେଶ କରିଛି। ସେମାନେ ସେମିଫାଇନଲ ମ୍ୟାଚରେ ଜଗନ୍ନାଥପୁର ଦଳକୁ…

ଲଖମରା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ।

ପଦ୍ମପୁର:- ଲଖମରା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ସମାରୋହ ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମହେଶ୍ୱର ବଢେଇ ଓ ଧର୍ମେନ୍ଦ୍ର ଖମାରୀ ଯୋଗଦେଇ କୃତୀ…