‘ଗୁରୁଙ୍କ ଆଶୀର୍ବାଦ ହିଁ ଜୀବନର ବଡ଼ ପୁଞ୍ଜି’
ସରିଆଁ ହାଇସ୍କୁଲ ଶିକ୍ଷାର୍ଥୀଙ୍କ ଗୁରୁପୂଜନ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ) ସନାତନ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ସ୍ଥାନରେ ରହିଆସିଛି। ଗୁରୁଙ୍କ ଆଶୀର୍ବାଦ ହିଁ ମନୁଷ୍ୟ ଜୀବନର ବଡ଼ ପୁଞ୍ଜି। ଜଣେ ସାଧାରଣ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦ ଯୋଗୁଁ କାଳଜୟୀ ହୋଇ…