ଝାରସୁଗୁଡ଼ାରେ ସଡ଼କ ସୁରକ୍ଷା ଗମ୍ଭୀର ସମସ୍ୟା: ତୁରନ୍ତ ପଦକ୍ଷେପ ଦାବି କଲା ବିଜୁ ଜନତା ଦଳ
ଝାରସୁଗୁଡ଼ା, ୨୪ ଫେବୃଆରୀ: ଝାରସୁଗୁଡ଼ା ଜିଲ୍ଲାରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ମଞ୍ଚରେ ଚିନ୍ତା ବୃଦ୍ଧି ପାଇଛି। ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ସଡ଼କ…