ପୁଣି ବିବାଦରେ ଓସିଏଲ ଜମି ଅଧିଗ୍ରହଣ ବିକ୍ଷୋଭକାରୀ ଅଟକ ୧୦ ପ୍ଲାଟୁନ ପୋଲିସ ଫୋର୍ସ
ରାଜଗାଙ୍ଗପୁର,୨୫-୦୨-୨୬. ରାଜଗାଙ୍ଗପୁର ସିମେଣ୍ଟ କାରଖାନା ଚୂନ ପଥର ଖଣି ସମ୍ପ୍ରସାରଣ କରିବା ପାଇଁ ଗତ ଡିସେମ୍ବର ମାସରେ ଲାଞ୍ଜିବେଣାରେ ଅଧିଗ୍ରହଣ କରିଥିବା ଜମିକୁ କେନ୍ଦ୍ରକରି ଆଜି ପୁଣି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇ ମାସ ପରେ ଆଜି ସକାଳେ ୧୦ ପ୍ଲାଟୁନ…