ଆଜି ପୁଅର ବାହାଘର, କିନ୍ତୁ ବିଦ୍ୟୁତ୍ ଆଘାତରେ ପିତା ର ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ଜାହାଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଯାହାକି ହୃଦୟ ବିଦାରକ ଖବର। ଉକ୍ତ ଗ୍ରାମର ଗୌଡ ସାହିର ମଙ୍ଗୁଳୁ ଗୌଡ଼ ର ଆଜି ବାହାଘର କାର୍ଯ୍ୟକ୍ରମ ପାଇଁ ବହୁ ଦିନ ଆଗରୁ ପ୍ରସ୍ତୁତି ଚାଲିଥିବା ବେଳେ ଘରେ ବଂଧୁ…