ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର
ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ
ସଶସ୍ତ୍ର ବାହିନୀ ଓ ପ୍ରତିରକ୍ଷା ସେବାରେ ରାଜ୍ୟର ଯୁବକମାନଙ୍କର ଅଂଶଗ୍ରହଣକୁ ବଢ଼ାଇବା ପାଇଁ TAPAS ପଦକ୍ଷେପରେ ୨ କୋଟି ଟଙ୍କାର ବ୍ୟୟ ବରାଦ
ଭୁବନେଶ୍ୱର, ୨୦ ମାର୍ଚ୍ଚ, ୨୦୨୬:…