ଧର୍ମେନ୍ଦ୍ରଙ୍କୁ ଶକ୍ତ ଜାବୁଡ଼ା ଦେଇ ଶଙ୍ଖ ଫୁଙ୍କିଲେ ଗାଲା
ସହସ୍ରାଧିକ ବିଜେପି ସମର୍ଥକଙ୍କ ସହ ବିଜେଡିକୁ ଘର ଲେଉଟାଣି, ଟେନ୍ସନ ଫ୍ରି ଅଶୋକ
ଭୁବନେଶ୍ୱର(ମାନସୀ ମିଶ୍ର) : ଗୋଟେ ସମୟ ଥିଲା ଗାଲା ଓରଫ ସଂଗ୍ରାମ ପାଇକରାୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଭଳି ରହିଥିଲେ | କ୍ଷୀର ନିର ସମ୍ପର୍କ, ଯାହା ଭୁବବେଶ୍ୱର ବାସୀ ଦେଖିଛନ୍ତି | …