ସେବା ଉଦ୍ଦେଶ୍ୟ ରହିତ ହେବା ସହ ଏଥିରେ ନିର୍ମଳ ଆତ୍ମୀୟ ଭାବ ପ୍ରକଟିତ ହେବା ଦରକାର – ରାଜ୍ୟପାଳ
ଭାରତୀୟ ରେଡ଼କ୍ରସ୍, ଓଡ଼ିଶା ରାଜ୍ୟ ଶାଖାର ଜିଲ୍ଲା ଶାଖା ସଂପାଦକ ସମ୍ମିଳନୀ
ଭୁବନେଶ୍ୱର: ଭାରତୀୟ ଦର୍ଶନ, ଚିନ୍ତନ ଓ ପରମ୍ପରାରେ ସେବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଅନ୍ୟର ଉପକାର କରି ମୁହଁରେ ହସ ଫୁଟାଇବାରେ ହିଁ ଜୀବନର ସଫଳତା ରହିଛି । ସେବା ଉଦ୍ଦେଶ୍ୟ ରହିତ ହେବା ସହ ଏଥିରେ…