ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ
ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ
ରାଉରକେଲାରୁ ସୁଶାନ୍ତ ବେହେରା : ପୁଣି ଅଚଳ ହୋଇଯାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସ, ଆର୍ଏସ୍ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ ୫ ହଜାର ଟନ୍ ହ୍ରାସ ପାଇଛି। ପ୍ରାୟ ୧୦ କୋଟି…