ମୋଦି ସରକାର ଫେସବୁକ-ହ୍ଵାଟ୍ସଆପ-ଅମାଜନ-ପେଟିଏମ ର ସରକାର :ଶିବଲ 

  ସମଗ୍ର ଦେଶ ପ୍ରତି ଵିଶ୍ଵାସଘାତ କରିଛନ୍ତି ମୋଦି ମୋଦି ନବୀନ ମିଶିକି ଅଛନ୍ତି, ଉପରେ ଉପରେ ଲଢେଇ ଯାତରା ମୋଦି ସରକାର ଚାଷୀ ବିରୋଧୀ-ଜନ ବିରୋଧୀ   ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସେ କ୍ଷମା ମାଗିବେ କି ମୋଦି   ଭୁବନେଶ୍ୱର : ମୋଦିଜୀ ୪ ବର୍ଷ ତଳେ କ୍ଷମତାକୁ ଆସିଲେ | କଣ କଣ…

  ୟୁବିଆଇର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ଜିଏମ ପାହ୍ୟାକୁ  ପଦୋନ୍ନତି 

ଭୁବନେଶ୍ୱର:  ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଓ ଓଡ଼ିଶା ରାଜ୍ୟ ପାଇଁ ଆରବିଆଇ  ରାଜ୍ୟ ସରକାରଙ୍କ ସହ ବ୍ୟାଙ୍କର ମୁଖ୍ୟ ସଂଯୋଜକ ମୁକ୍ତି ରଞ୍ଜନ ରାୟ ପଦୋନ୍ନତି ପାଇବା ପରେ ତାଙ୍କୁ ବ୍ୟାଙ୍କର କଲିକତାସ୍ଥିତ…

ରାୟଗଡ  : ବିଶ୍ୱାସଘାତ ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ କମିଟି

    ରାୟଗଡ / Saroj Kumar Sahu : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଶାସନ ଦ୍ୱାରା ଦେଶରେ ଆଚ୍ଛା ଦିନ ଆସିବ ଏବଂ ଦେଶରେ ୨କୋଟିରୁ ଉର୍ଦ୍ଧ ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବା,ଗରୀବ ଲୋକଙ୍କ ବ୍ୟାଙ୍କ ଜମାଖାତାରେ ଲକ୍ଷାଧିକ ଟଙ୍କା ଜମା କରିବା, କଳାଧନ…

ମହିଳା ଙ୍କୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକ ହେଲେ ଦୁର୍ବ୍ୟବହାର ଶିକାର

  କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ :  ମହାକାଳପଡା ବ୍ଲକ୍ ର ପେଟ୍ ଛେଲା ଗ୍ରାମପଞ୍ଚାୟତ ନିକଟସ୍ଥ କୋଚିଳା ଗ୍ରାମରେ ଏକ ମହିଳା କରିଥିବା ଏକ ଦୋକାନକୁ କିଛି ଖଳ ପ୍ରକୃତିର ଲୋକ  ଉଠେଇବା ପାଇଁ ଚେଷ୍ଟା କରୁଥିଲେ । ତହସିଲଦାରଙ୍କ  ବାରଣ ସତ୍ତେ ସେହି ବ୍ୟକ୍ତି ମାନେ ଆଜି ସକାଳୁ…

 ଓଡିଶା-ଓଡ଼ିଆଙ୍କୁ ଭଲ ପାଉଥିଲେ କୁମ୍ଭୀର କାନ୍ଦଣା ନକାନ୍ଦି ମହାନଦୀ ପାଇଁ ମୁହଁଖୋଲ : ଓଡ଼ିଶାର ବିଜେପି ନେତାଙ୍କୁ…

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଦ୍ଵିତୀୟ ପର୍ଯ୍ୟାୟ  ପାରାଦୀପରେ ସରିଲା  ଏହା ରାଜନୈତିକ ନୁହେଁ , ଜନ ଆନ୍ଦୋଳନରେ ପାଲଟିଛି : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଓଡିଶାବାସୀଙ୍କ ଜୀବନଧାରା ମହାନଦୀ ପାଇଁ ଚାଲିଥିବା ଆନେ୍ଦାଳନ ରାଜନୈତିକ ଆନେ୍ଦାଳନ ନୁହେଁ, ଏହା ଜନ ଆନ୍ଦୋଳନରେ ପାଲଟିଛି  ।…

ଆଗକୁ ଭୋଟ ଥିବା ଦୁଇ ରାଜ୍ୟରେ ରାଜ୍ୟପାଳ ହେଲେ ଦୁଇ ଆରଏସଏସ ସଂଗଠକ 

 ଗଣେଶି ଲାଲଙ୍କୁ  ଓଡ଼ିଶା, ରାଜ ଶେଖରନଙ୍କୁ ମିଜୋରାମ  ନୂଆଦିଲ୍ଲୀ : ଦୁଇଜଣ ଆରଏସଏସ ପୁରୁଖା ନେତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଟି ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି | ହରିୟାନାର ପୂର୍ବତନ ବିଜେପି ରାଜ୍ୟ ସଭାପତି, ବିଜେପି ଶୃଙ୍ଖଳା କମିଟିର ପୂର୍ବତନ ଜାତୀୟ…

ଧର୍ମଘଟ ଯୋଗୁ ଡାକସେବା ସମ୍ପୂର୍ଣ ବ୍ୟାହତ 

ଦେଶବ୍ୟାପୀ  ଡାକ କର୍ମଚାରୀଙ୍କ ଧର୍ମଘଟ : ରାଜବୋଡ଼ାସମ୍ବର ଡାକ କର୍ମଚାରୀଙ୍କ ସମର୍ଥନ ପଦ୍ମପୁର(ନୀଳ ଦୀପ) :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡ଼ାସମ୍ବର ଡାକ କର୍ମଚାରୀ ମାନେ ସପ୍ତମ ବେତନ କମିଶନ ପୂରଣ ନିମନ୍ତେ ଦେଶ ବ୍ୟାପି ଡାକ କର୍ମଚାରୀ ଙ୍କ କରିଥିବା ଧର୍ମ ଘଟ କୁ ସମର୍ଥନ…

ଅଦିନିଆ ବର୍ଷା, ଶ୍ରମିକ ଅଭାବ: ଅମଳ ହୋଇପାରୁନି ରବି ଧାନ

ଅତାବିରା/Nila Deep -କାଳବୈଶାଖୀ ଜନିତ ବର୍ଷା, ଝଡବତାଶ, କୁଆପଥର ମାଡ ଯୋଗୁ ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକ ଅଞ୍ଚଳରେ ରବିଧାନ ଫସଲ ନଷ୍ଟ ହୋଇଛି । ଗୋଟିଏ ପଟେ ଚାଷୀମାନେ ଶ୍ରମିକ ଅଭାବରୁ ଚାଷ ଜମିରୁ ଧାନ ଅମଳ କରି ପାରୁ ନ ଥିବାବେଳେ ଅନ୍ୟପଟେ ବର୍ଷା ଯୋଗୁ ଧାନ ପେଟାରେ ଗଜା…

କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା, ଅଯଥା ବ୍ୟୟ ଓ ମୂଲ୍ୟହୀନ : ଡ଼ ସିପ୍ରା ମଲ୍ଲିକ 

ଖାଦ୍ୟ ସୁରକ୍ଷା ଆୟୁକ୍ତ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା ବୈଠକ ।   ଯାଜପୁର(ଜୟଶଙ୍କର ଦାଶ) :କୈାଣସି ପ୍ରକଳ୍ପ ଅଧା ଭାବେ ପଡି ରହିବା ଅଯଥା ବ୍ୟୟ ଓ ମୂଲ୍ୟହୀନ ବୋଲି ଖାଦ୍ୟ ଆୟୁକ୍ତଙ୍କ ସଦସ୍ୟ ଡଃ ସିପ୍ରା ମଲ୍ଲିକ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ଅପରାହ୍ନରେ ସ୍ଥାନୀୟ ସର୍କିଟ…

କରିବାର ଇଛା ଯଦି ନାହିଁ କରନି, ଯଦି କରୁଛ ପ୍ରହସନ କରନି 

ହରଭଙ୍ଗା ବ୍ଲକରେ ଜଳଛତ୍ର ପାଲଟିଛି ପ୍ରହସନ  ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ସାଧାରଣ ଜୀବନ ଯାତ୍ରା ମାତ୍ରାଧିକ ଭାବରେ ପ୍ରବାହିତ ହୋଇଥାଏ । ତେଣୁ ଶୋଷିଲା ଯାତ୍ରୀ ଓ ପଥିକ ମାନଙ୍କର ତୃଷ୍ନା ମେଂଟାଇବା…