ରାୟଗଡ  : ବିଶ୍ୱାସଘାତ ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ କମିଟି

0

  à¬°à¬¾à­Ÿà¬—ଡ  : ବିଶ୍ୱାସଘାତ ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ କମିଟି

 ରାୟଗଡ / Saroj Kumar Sahu : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ଶାସନ ଦ୍ୱାରା ଦେଶରେ ଆଚ୍ଛା ଦିନ ଆସିବ ଏବଂ ଦେଶରେ ୨କୋଟିରୁ ଉର୍ଦ୍ଧ ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବା,ଗରୀବ ଲୋକଙ୍କ ବ୍ୟାଙ୍କ ଜମାଖାତାରେ ଲକ୍ଷାଧିକ ଟଙ୍କା ଜମା କରିବା, କଳାଧନ ଫେରାଇ ଆଣିବା,ଧାନର ସହାୟକ ମୂଲ୍ୟରେ ଦେଢଗୁଣା ବୃଦ୍ଧି, ଜିଏସଟି ଭଳି ଯୋଜନାରେ ଦରଦାମ ନିୟନ୍ତ୍ରଣ କରିବା ଇତ୍ୟାଦି ବିଭିନ୍ନ ପ୍ରତିଶୃତି ଦେଶବାସୀଙ୍କୁ ଦେଇ ତାକୁ ପାଳନ କରିବାରେ ବିଫଳ ହୋଇଥିବା ବେଳେ ଆଜି କଟକ ଠାରେ ନିଜ ବିଜେପି  ଶାସନର ୪ର୍ଥ ବର୍ଷ ପୂର୍ତୀରେ ରାଜ୍ୟବାସୀଙ୍କୁ ପୁଣି ମିଥ୍ୟା ଉଦବାେଧନ ଦେବା ପାଇଁ ଆସୁଥିବାରୁ ତାଙ୍କର ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରି ରାଜ୍ୟର ୩୦ଟି ଜିଲ୍ଲାରେ ବିଶ୍ୱାସଘାତ ଦିବସ ପାଳନ କରୁଛି ବୋଲି ଆଜି ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ଠାରେ ଏହି ଦିବସକୁ ପାଳନ କରୁଥିବା ରାୟଗଡ ଜିଲ୍ଲା କଂଗ୍ରେସ କମିଟିର ସଭାପତି  ଦୁର୍ଗାପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.