ବୌଦ୍ଧ ଜିଲ୍ଲାରେ ମିଳୁନି ଧାନବିହନ, ଚାଷିଙ୍କୁ ଶୋଷଣ କରୁଛି ପ୍ରଶାସନ
ବିହନ ବିକ୍ରିର ମାସେ ନପୁରୁଣୁ ବିହନ ମରୁଡି, ଧାନବିହନର କଳାବଜାରି
ବୌଦ୍ଧ (ସିମୁନ୍ ନାଏକ) ; ସରକାର କୃଷି କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଂଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଠିକ୍ ଭାବରେ ସାମାନ୍ୟ ଧାନ ବିହନ ଯୋଗାଇ ପାରୁନଥିବା ଭଳି ନଜିର ଦେଖିବାକୁ…