ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ନିମନ୍ତେ ମକ୍ ଡ୍ରିଲ୍
ରାୟଗଡା/ ସରୋଜ କୁମାର ସାହୁ : ରାୟଗଡା ଜିଲ୍ଲାରେ ପ୍ରାକୃତିକ ବିର୍ପଯ୍ୟୟ ସମୟରେ ପ୍ରଭାବିତ ଅଂଚଳରେ ଆକସ୍ମିକ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରକ୍ଷା କରିବା ଓ ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ପାଇଁ ଅଗ୍ନିଶମ,ସ୍ୱାସ୍ଥ୍ୟ ବିଭାଗ ସମେତ ପ୍ରଶାସନ ତରଫରୁ ନିଆଯାଉଥିବା…