ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଂଟାରୀ

 ଯାଜପୁର/ଜୟଶଙ୍କର ଦାଶ: ଯାଜପୁର ଜିଲାରେ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲାର ୪ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୧୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଜିଲାସ୍କୁଲ କେନ୍ଦ୍ରରେ ୩୧୪, ଯାଜପୁର ସରକାରୀ ବାଳିକା ଉଚ ବିଦ୍ୟାଳୟରେ…

କିଟ୍ ଓ କିସରେ  ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସକାଳ ୬ଟା ୪୫ ମିନିଟରେ  କିଟ୍, କିସ୍ ଓ କିମ୍ସର ୪ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ କିଟ ଷ୍ଟାଡିଅମ୍ରେ ଏକାଠି ହୋଇଥିଲେ । ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଯୋଗ ଦିବସ…

ଚାକିରୀ ପଛରେ ନଗୋଡାଇ ଯୁବଗୋଷ୍ଠୀ ସ୍ୱାବଲମ୍ବୀ ହେବା ଉଚିତ

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର  ଭୁବନେଶ୍ୱର: ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ପ୍ରତିଷ୍ଠାନ ସଭାଗୃହରେ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଓ ଏକ ମାସଧରି ଚାଲିଥିବା ଖାଦ୍ୟ…

ଯାଜପୁରରେ ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ ପାଳିତ

  ଯାଜପୁର/jayashankar dash :  ନିଜକୁ ସୁସ୍ଥ ଓ ନିରୋଗ ରଖିବାକୁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ପ୍ରତ୍ୟେହ ଯୋଗାଭ୍ୟାସ ଦ୍ୱାରା ନିଜ ମନକୁୁ ଶାନ୍ତି, କର୍ମଠ ଓ ଚଳଚଞ୍ଚଳ ରଖିବାକୁ ଯାଜପୁର ଜିଲାସ୍ତରୀୟ ବିଶ୍ୱ ଯୋଗ ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପାତାଞ୍ଜଳି…

ରାଜଭବନରେ ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

  ଭୁବନେଶ୍ୱର,: ରାଜଭବନ ଷ୍ଟାଫ୍ କ୍ଲବରେ  ଅଂତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଯୋଗ କରିଥିଲେ । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଯୋଗ ଶିକ୍ଷା ଦେଇଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ…

ବଜ୍ରପାତରେ ଜଣେ ମୃତ

ବାରିପଦା(ଦିଲ୍ଲିପ ମହାନ୍ତି )- ବଜ୍ରପାତରେ ପୁଣି  ଜଣେ ଆଦିବାସୀ ଯୁବକର ମୃତୁ୍ୟ  ହାଇଥିବାର ଜଣାପଡ଼ିଛି । ଗୁରୁବାର ମଧ୍ୟାହ୍ନରେ ଆକାଶରୁ ବର୍ଷାପାଣି ଖସିବା ସାଙ୍ଗକୁ ବଜ୍ରପାତ ହେଉଥିଲା । ଏହି ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ସୋମନାଥ ହାଁସଦାଃ ନିଜ ଘର ବାରଣ୍ଡାରେ…

ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ଯୋଗ ଦିବସ

 ବାରିପଦା - ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହାବିଦ୍ୟାଳୟର ଅ୍ମକ୍ଷ ପ୍ରଦୀପ କୁମାର ନାୟକ ଯୋଗ ମଣିଷକୁ ସୁସ୍ଥ ଓ ନିରୋଗ କରିବା ସହ…

ଆଜିଠୁ ସପ୍ଲିମେଣ୍ଟାରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା

ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ ୨୯୮ ଜଣ ପରୀକ୍ଷାର୍ଥୀ ବଲାଙ୍ଗିରରୁ ନୀରୋଜ ମିଶ୍ର :   ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମସିହା ସପ୍ଲିମେଣ୍ଟାାରି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ତା.…

ଯୋଗ ଦିବସ ଭଳି ରକ୍ତଦାନ ଦିବସ ପାଳନ ଉପରେ ବି ଆଗ୍ରହ ଦେଖାଉ ବିଜେପି : ବିଜୟ 

ଭୁବନେଶ୍ୱର : ସାଧାରଣତଃ, ଯୋଗ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଠନମୂଳକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ ଏବଂ ସ୍କୁଲ, କଲେଜ୍‍ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଜରୁରୀ । କିନ୍ତୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୁନ୍ ୨୫ ତାରିଖ…

କୋଲକାତା ଫେରନ୍ତା ଶିଶୁ ନାଟ୍ୟଦଳକୁ ସମ୍ବର୍ଦ୍ଧନା ।

  ପଦ୍ମପୁର/ନୀଳ ଦୀପ -ଗତ ଜୁନ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କୋଲକାତାର ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ଆନ୍ତର୍ଜାତୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ନାଟକ ମହୋତ୍ସବରେ ଭାଗ ନେବାପାଇଁ  ପଦ୍ମପୁର ର ଅଗ୍ରଣୀ ନାଟ୍ୟ ସଂସ୍ଥା "ଲୁ" ର ଶିଶୁ କଳାକାର ମାନେ ଗତ ୧୫…