ଲକ୍ଷ୍ମୀ ବିଳାସିନୀଙ୍କ ପ୍ରଶ୍ନ : ଜମି ବାବଦରେ ମୁଁ ପଇସା ନେଇଥିଲି, ମୁଁ ଫେରାଇଥିଲି , ମୋତେ ଗିରଫ ନକରି ମୋ…
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ମୋ ସ୍ୱାମୀ କେଉଁଥିରେ ସମ୍ପୃକ୍ତ ନୁହନ୍ତି । କାରଣ ଯେଉଁ ଜମି କିଣିବା ପାଇଁ ପଇସା ଆସିବା ଅବା ଫେରାଯିବା କଥା କୁହାଯାଇଛି ସେସବୁ ମୁଁ କରିଛି ଓ ମୋ ନାଁରେ ଅଛି । ଯେଉଁଥିରେ କିଛି ଗଲତି ନାହିଁ । ହେଲେ ଯଦି ସିବିଆଇ ଗିରଫ କରିବା ବା ଜେରା କରିବା କଥା ମତେ…