ପଦ୍ମପୁର ଏନଏସି ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ବିଜେପିର ଦାବି ପତ୍ର
୭ଦିନ ମଧ୍ୟରେ ପୂରଣ ନହେଲେ ଆନ୍ଦୋଳନ
ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ନଗରରେ ଥିବା ବିଭିନ୍ନ ସମସ୍ୟା କୁ ଭିତି କରି ସମସ୍ୟା ଗୁଡ଼ିକର ଶିଘ୍ର ସମଧାନ ପାଇଁ ପଦ୍ମପୁର ବି.ଜେ.ପି. ଦଳ ପଦ୍ମପୁର ବିଜ୍ଞାପିତ ଅଂଚଳ ରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର…