ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ : ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିଦେ୍ର୍ଧର୍ଶକ
ଭୁବନେଶ୍ବର: ବରିÂ ପ୍ରଶାସନିକ ସ୍ତରରେ ଶନିବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ନିମଳଚନ୍ଦ୍ର ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ରୂପା ରୋଶନ ସାହୁ ୩ୟ ମହଲାକୁ ଆସିବା ପରେ ଏହି ପଦ ଖାଲି ଥିଲା କଟକରେ ର୍ନିମଳ ଚନ୍ଦ୍ରଙ୍କ ସ୍ଥାନ ପୂରଣ କରିବେ ସୁଶାନ୍ତ…