ଭଦ୍ରକ ପୁରୁଣା ଵଜାର ଥାନାରେ ନୂଆ ଥାନାଧିକାରୀ ପ୍ରଜ୍ଞା  ମହାନ୍ତି  

ଭଦ୍ରକ: (ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ପୁରୁଣା ଵଜାର ଥାନାର IIC ଅଵସର ନେବା ପରେ ଦିର୍ଘ ଦିନ ଧରି ଖାଲି ଥିବା ଏହି ପଦଵୀ ପୁରଣ ହୋଇଛି। ବାଲେଶ୍ଵର ଜିଲ୍ଲାରେ ଚହଳ ପକାଇ ନିଶାଖୋର ଓ ଵଦମାସଙ୍କ ନିଦ ହଯାଇ ଦେଇଥିଵା ମହିଳା ଇନିସପେକ୍ଟର ପ୍ରଜ୍ଞା  ମହାନ୍ତି  ଆଜି ଯୋଗ ଦେଇ ନିଜର…

ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା !!!!

ପଦ୍ମପୁର/ନୀଳ ଦୀପ  : ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମକୁ ଯିବା ରାସ୍ତା କଡ଼ ଠାରୁ ପ୍ରାୟ ୩୦୦ମିଟର ଭିତରୁ ଏକ ଗଛରେ ଫାସି ଲାଗି ଝୁଲୁଥିବା ଅବସ୍ଥାରେ ଏକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୁଚନା ଅନୁଯାୟୀ  ଭୋରରୁ କ୍ଷେତକୁ ଯାଉଥିବା ବେଳେ କିଛି ଲୋକ ଉକ୍ତ…

ସତ କୁହ ସରକାର : ଏ ଅସହାୟ ମା ଜଣକ କେମିତି ବଂଚିବେ କୁହ

ଦମୟନ୍ତୀଙ୍କ ପାଇଁ ବଞ୍ଚିବା ଦୁର୍ବିସହ : ବାର୍ଦ୍ଧକ୍ୟ ସାଙ୍ଗକୁ, ପେଟ ଯନ୍ତ୍ରଣା ଅସହ୍ୟ    ରାଉରକେଲାରୁ ସୁଶାନ୍ତ ବେହେରା :  ବଣାଇ ସ୍ଥିତ ରାଜା ଧରଣୀଧର ବିଦ୍ୟାଳୟ ରାସ୍ତା ଓ ଆଇଟିଡିଏ ସଭାଗୃହ ଯିବା ରାସ୍ତା କଡ଼ରେ ଜଣେ ଅସହାୟ ବୃଦ୍ଧା ପେଟ ଚାଖଣ୍ଡକେ ପାଈଁ ରାସ୍ତାରେ ଯାଉଥିବା ଲୋକଙ୍କ…

ମହିଳା ଥାନା ପ୍ରତିଷ୍ଠା ଦାବିରେ ଗଣଧାରଣା

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରରେ ମହିଳା ଥାନା ପ୍ରତିଷ୍ଠା ଦାବିରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ ପରିବାର’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ପ୍ରତୀକ ଧାରଣା ଓ ପ୍ରତିବାଦ ସଭାଅନୁଷ୍ଠିତ  ହୋଇଯାଇଛି । ଅନୁଷ୍ଠାନର ଏହି କାର୍ଯ୍ୟକୁ ସମର୍ଥନ କରି ବାଲେଶ୍ୱରର…

ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ…

ନାବାର୍ଡର ୩୭ ତମ ପ୍ରତିଷ୍ଠା   ଉତ୍ସବ ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ…

ରାଜ୍ୟପାଳ ଟ୍ରପିଂ ପାଇଁ ପ୍ରତିଯୋଗିତା ।

  ଯାଜପୁର(ଜୟଶଙ୍କର ଦାଶ:    ରାଜ୍ୟପାଳଙ୍କ ଟ୍ରପିଂ ୨୦୧୭-୧୮ ବର୍ଷ ପାଇଁ ବିବିଧ ପ୍ରତିଯୋଗିତାର ଆୟୋଜନ କରାଯାଇଅଚ୍ଥି ।  ଚିତ୍ରକଳା, ଓଡିଶୀ  ନୃତ୍ୟ, ଲୋକ ନୃତ୍ୟ, କଣ୍ଠ ସ୍ୱର ଏହିଭଳି ୪ ଗୋଟି ବିଭାଗରେ ପ୍ରତିଯୋଗିତା କରାଯିବ ।  ଅଷ୍ଟମ ରୁ ଦଶମ ଶ୍ରେଣୀ ‘କ’ ଓ ପଞ୍ଚମ ରୁ ସପ୍ତମ ଶ୍ରେଣୀ…

ଛାତ୍ରଛାତ୍ରୀଙ୍କ ସହ ତଳେ ବସି ମଧ୍ୟାନ୍ହ ଭୋଜନ ଖାଇଲେ ନୂତନ ଉପଜିଲ୍ଲାପାଳ।

Rourkela/Sushanta Behera : ବଣେଇ ଉପଖଣ୍ଡର ବନେଇକଳା ପଞ୍ଚାୟତର ବଡ଼ଗାଁ ଗ୍ରାମରେ ଥିବା ବଡ଼ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବଣେଇ( ଆଇ ଏସ )ଉପଜିଲ୍ଲାପାଳ ୟେଦୁଲା ବିଜୟ ଅକସ୍ମାତ ଭାବେ ବିଦ୍ୟାଳୟ କୁ ପହଞ୍ଚି ବିଦ୍ୟାଳୟ ପରିସର ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା…

ଲାଞ୍ଚୁଆ ଆରଆଇଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରଦାନ ନିମନ୍ତେ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ତହସିଲର ଆରଆଇ  ତଥା ଚାନ୍ଦୁଆ ଥାନା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଘୋଷଯାତ୍ରା : ଯାନବାହନ ଚଳାଚଳ ଉପରେ ଲାଗିଲା କଟକଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେ ବାରିପଦାଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହରରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ୧୪ ସକାଳ ୬ଟାଠାରୁ ଜୁଲାଇ ୨୪ ମଧ୍ୟରାତ୍ର…