ଭୁଶୁଡୁଛି ଆସ୍ଥା, ଉଜୁଡୁଛି ବିଶ୍ୱାସ ……ସଚିବ ବଦଳି କଲେ କଣ ହେବ, ସରକାରଙ୍କ ନିୟତ ବଦଳିବ ଦରକାର ନହେଲେ…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ :  ସ୍ୱାସ୍ଥ୍ୟ ବିଭାଗରେ କିଛି ଅଘଟଣ ଘଟିବା ପରେ ଆଗେ ଟାର୍ଗେଟ ରେ ମନ୍ତ୍ରୀ, ଆଉ ତାପରେ ସଚିବ ବଦଳିବା ଲାଗି  । ଆଉ ସରକାର ଚାପରେ ପଡି ବଦଳାଇ ଦିଅନ୍ତି......ହେଲେ ସରକାର ଜାଣିଛନ୍ତି ସମସ୍ୟା ତା କେଉଁଠି  । .ଦୋଷର ଖିଅ ରହିଛି ଭିନ୍ନ ଜାଗାରେ  । ସ୍ୱାସ୍ଥ୍ୟ…

ଓଟିଏମ୍ର ପୁନରୁଦ୍ଧାର ହେବନାହିଁ : ୧୭ ବର୍ଷ ଧରି ଶ୍ରମିକଙ୍କ ୩୦ କୋଟି ଟଙ୍କାର ପ୍ରାପ୍ୟ ବାକି

ଭୁବନେଶ୍ୱର, ୧୬ା୯(ଶାସକପ୍ରଶାସକ ବୁ୍ୟରୋ) : ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଚୌଦ୍ୱାର ଠାରେ ସ୍ଥାପିତ ହୋଇଥିବା ଓଡ଼ିଶା ଟେrଟାଇଲ୍ ମିଲ୍ସ (ଓଟିଏମ୍)ର ପୁନରୁଦ୍ଧାର ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ…

ଇତିହାସର ସତ୍ୟକୁ ବି ହଜାଇଦେବାକୁ ଚାହୁଁଛି ବିଜେପି ରାଜନୈତିକ ହୀନମନ୍ୟତା ନା ମହାତ୍ମା-ନେହେରୁ-ଇନ୍ଦିରାଙ୍କ ପ୍ରତି…

ରାଜେନ୍ଦ୍ର ପ୍ରସାଦଭାରତର ପ୍ରଥମ ଉପରାଷ୍ଟ୍ରପତି??ଏ ରାଧାକ୍ରିଷ୍ଣନଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ???ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଏଠି ଆମେ କିଛି ବାକ୍ୟ ଛାଡିଗଲେ କି?  କିଛି ଭୁଲି ଗଲେ କି ? ନା କିଛି ଛାଡି ଯାଇନେ ବୋଧ ହୁଏ ଭୁଲେଇବାକୁ ଚାହିଁଛେ? ବୋଧହୁଏ ଭିତରେ ଭାରତର ପ୍ରଥମ…

ସଂଳାପକାର ଓ ଗୀତିକାର ସୁବୋଧ ପଟ୍ଟନାୟକଙ୍କ ପରଲୋକ

କଟକ: ଓଡିଆ ନାଟକ ଜଗତରେ ଏକ ବିରାଟ ଶୁନ୍ୟତା ସୃଷ୍ଟି ହୋଇଛି | ଓଡିଆ ନାଟକ ଓ ଚଳଚିତ୍ର ଜଗତକୁ ଅନେକ ସଫଳ ସିନେମାର ସଂଳାପ ଭେଟି ଦେଇଥିବା ଡ. ସୁବୋଧ ପଟ୍ଟନାୟକ ଆଉନାହାନ୍ତି  | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ଙ୍କ ୭୦ ବର୍ଷ ବୟସରେ ପରଲୋକ…

ନୌସେନାକୁ ଶକ୍ତିଶାଳୀ କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୧।୯: ଚାଇନା ଏହାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ନିରନ୍ତର ସମରାଭ୍ୟାସ ଜାରି ରଖିବା ସହିତ ନୌସେନାକୁ ଶକ୍ତିଶାଳୀ କରୁଥିବା ଆମେରିକା କହିଛି। ଚାଇନା ପଶ୍ଚିମ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଭୂମଧ୍ୟ ସାଗର, ବାଲଟିକ୍‌ ସାଗର ଓ ୟୁରୋପର କେତେକ ସାମୁଦ୍ରିକ ସୀମାରେ…

ଦାୟିତ୍ୱ ନେଲେ ନୂଆ ଡିଜିପି ଆର୍‌.ପି. ଶର୍ମା

କଟକ ଅଫିସ,୩୧।୮:ନୂଆ ଡିଜିପି ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଦାୟତ୍ୱ ନେଇଛନ୍ତି। କଟକସ୍ଥିତ ପୋଲିସ ମୁଖ୍ୟାଳୟଠାରେ ବିଦାୟି ପୋଲିସ ମହାନିର୍ଦ୍ଦେଶକ କନଓ୍ବର ବ୍ରଜେଶ ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଦାୟତ୍ୱ ଗ୍ରହଣ ପରେ ନୂଆ ଡିଜିପି…

ସାବାସ୍ ବାଣୀବିହାର ! ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପୁଣି ଏକ ଖୁସି ଖବର। ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏନେଇ ରବିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ…