‘ଫେମ୍ ଇଣ୍ଡିଆ’ ସର୍ଭେ, ଦେଶର ଶ୍ରେଷ୍ଠ ୨୫ ସାଂସଦଙ୍କ ଭିତରେ ରବୀନ୍ଦ୍ର, ସଫଳତା ପାଇଁ ବାଲେଶ୍ୱର ସାଂସଦଙ୍କୁ…
ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ‘ଆଉଟ ଲୁକ୍’ପତ୍ରିକା ସମ୍ମାନିତ କରିବା ପରେ ଯେଉଁଭଳି ସମଗ୍ର ରାଜ୍ୟରେ ସମ୍ବର୍ଦ୍ଧନାର ବାତାବରଣ ସୃଷ୍ଟି ହୋଇଥିଲା ଅନୁରୂପ ଭାବେ‘ଫେମ୍ ଇଣ୍ଡିଆ’ ପତ୍ରିକାର ସର୍ଭେ ଅନୁସାରେ ଦେଶର ୨୫ ଜଣ ଶ୍ରେଷ୍ଠ ସାଂସଦଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଜେନାଙ୍କ ନାମ…