ବିଜୁ ଯୁବ ବାହିନୀ ପଦ୍ମପୁର ଏନ ଏ ସି ତରଫରୁ ବୄକ୍ଷ ରୋପଣ କାର୍ଯ୍ୟକ୍ରମ 

0

27-07-18-biju.jpg - 129.41 kB

ପଦ୍ମପୁର/ ନୀଳ ଦୀପ -ବିଜୁ ଯୁବ ବାହିନୀ ପଦ୍ମପୁର ଏନ.ଏ.ସି ଆନୁକୂଲ୍ୟରେ ଏକ ବୄକ୍ଷ ରୋପଣ କାର୍ଯ୍ୟକ୍ରମ ଟାଉନ ଉଚ୍ଚ ବିଦ୍ୟାଳୟ, କପସିଲା ପ୍ରାଥମିକ ବିଦ୍ୟାଳୟ, ଅମଲିପାଲି,କୁଷ୍ଠାଶ୍ରମ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଟାଉନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ବୄକ୍ଷ ରୋପଣ କରିଥିଲେ ଏବଂ ସବୁଜ ଓଡ଼ିଶା ଗଠନ କରିବାକୁ ସଙ୍କଳ୍ପ ନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ବାହିନୀର କୁନା ପ୍ରଧାନ, କୁନାଲ ପ୍ରଧାନ, ଭରତ ସେନାପତି, ବାବୁଲୁ ସାହୁ, ଅଶୋକ ଗୁଆଲ,ପ୍ରଶାନ୍ତ ବେହେରା, ଆକାଶ ସାହୁ, ଜୟଦେବ ସାହୁ, ଦିନେଶ ଗୁଆଲ,ସୁରଜ ଭୋଇ,ସଞ୍ଜୀବ ସାହୁ ଓ ସନ୍ତୋଷ ସେଠ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.