ବାର ଆସୋସିଏସନର ପିଆଇଏଲ ଦିଲ୍ଲୀ ହାଇକୋର୍ଟ ବା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ପାଇଁ ସିବିଆଇର ପିଟିସନ
ଜଷ୍ଟିସ ସି ଆର ଦାସଙ୍କ ଘରେ ସିବିଆଇ ଅଧିକାରୀ ପ୍ରବେଶ ମାମଲା
କଟକ : ହାଇକୋର୍ଟର ବି·ରପତି ଜଷ୍ଟିସ ସି.ଆର୍.ଦାସଙ୍କ ବାସଭବନରେ ରାତିଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବା ଘଟଣାକୁ ନେଇ ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ସମେତ ଦଶ ଜଣ ପ୍ରତିପକ୍ଷଙ୍କୁ ନୋଟିସ୍…