ବର୍ଷିଲେ ଜାଭଡେକର, ଭ୍ରଷ୍ଟାଚାରରେ ପ୍ରବୀଣ ନବୀନ ସରକାର
ଭୁୁବନେଶ୍ୱର, - ଓଡିଶାରେ ଲୋକପ୍ରିୟତା ହରାଇଥିବା ନବୀନ ନେତୃତ୍ୱାଧୀନ ବିଜେଡି ସରକାରର ଅପାରଗତା , ଦୁର୍ନୀତି , ଭ୍ରଷ୍ଟାଚାରକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ନବୀନ ସରକାର ଚିଟଫଣ୍ଡକୁ ପ୍ରୋତ୍ସାହିତ କରିଛନ୍ତି ।…