ଦାମ ଲଗାଇଲେ ନିଆଁ  : ଚାଲିଛି ଚର୍ଚ୍ଚା, କିଏ ଛୁଆଁ କିଏ ଅଛୁଆଁ 

  ସକାଳୁ ସକାଳୁ ବର୍ଜ୍ୟବସ୍ତୁ ତ୍ୟାଗ କରିବା ଯେମିତି ଗୋଟେ ନିହାତି ନିଶ୍ଚିତ ଅଭ୍ୟାସ ସେମିତି ସକାଳ ହେଉ ହେଉ ସେମିତି କିଛି ପେଟ ଭିତରେ ବର୍ଜ୍ୟ ବକ୍ତବ୍ୟ ମିଡ଼ିଆ ଆଗରେ ତ୍ୟାଗ ନକଲେ  ଡାକ୍ତର ଦାମୋଦର ରାଉତଙ୍କୁ ଭଲ ଲାଗେନି, ତାକୁ ବାହାରକୁ ନଛାଡିବା ତାଙ୍କ ପେଟ ଖାଲି ଗୋଳେଇ ଘାଣ୍ଟି ହେବ…

ଡ଼ାକ୍ତରମାନଙ୍କ ପାଇଁ ନିର୍ଦ୍ଧାରିତ ପ୍ରୋତ୍ସାହନମୂଳକ ପ୍ରାବଧାନକୁ ସଠିକ୍ ଭାବେ କାର୍ଯ୍ୟକାରୀ କର : ମୁଖ୍ୟସଚିବ  

  ଅଧିକ ସ୍ପେସାଲିଷ୍ଟ୍ ତାଲିମ ପାଇଁ ପି.ଜି.ଡିପ୍ଲୋମା କୋର୍ସ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ    ଭୂବନେଶ୍ୱର : ଦୂରଦୂରାନ୍ତ ଗ୍ରାମା ଳରେ ସ୍ୱାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକ ମାନ ବିକାଶ ଉପଲକ୍ଷେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ସଂସ୍କାର ମୂଳକ…

 ୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ  : ସମବାୟ ମନ୍ତ୍ରୀ 

ନଭେମ୍ବର ୧୪ରୁ ରାଜ୍ୟ ସ୍ତରୀୟ ସମବାୟ ସପ୍ତାହ ଭୁବନେଶ୍ୱର - ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମବାୟ ସପ୍ତାହ  ପାଳନ କରାଯିବ  । ଏହି ଅବସରରେ ୫୦ ଲକ୍ଷ ଚାଷୀଙ୍କୁ ରୂପେ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ସୂର୍ଯ୍ୟ ନାରାୟଣ…

ଓଡିଶା  ଚାଷୀଙ୍କୁ ମୋଦି ସରକାରଙ୍କ ଇଏ କି ବୈମାତୃକତା : ବିଜୟ 

ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କୁ ସହାୟତା ଭୁବନେଶ୍ୱର : ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ୍‍ ସବ୍‍କମିଟି ବୈଠକରେ ଗହମ ଓ…

 ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂଗ୍ ସୁବିଧା 

  ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ରାଜ୍ୟପାଳ   ଭୁବନେଶ୍ୱର :  ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ରାଜଭବନରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ସୁପର କଂପ୍ୟୁଟିଂକ୍ ସିଷ୍ଟମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ବିଶ୍ୱ ବିଦ୍ୟାଳୟ…

ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ :କଂଗ୍ରେସ

  ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର   ଭୁବନେଶ୍ୱର  : ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା ସହିତ ଫସଲହାନୀ ଅଞ୍ଚଳଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ପ୍ରଦେଶ କଂଗ୍ରେସ କୃଷକ ସେଲ ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବି ପତ୍ର  ପ୍ରଦାନ…

ଝିଅ କହିଲା ‘ମୋତେ ୪ଜଣ କମାଣ୍ଡୋ ଏମିତି କରିଛନ୍ତି’ : ପୀଡିିତାଙ୍କ ବଡମାଆ

କୋରାପୁଟ ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ପିପୁଲ୍ସ ୱାଚ୍, ସି.ଏସ୍.ଏଫ୍.ଏଚ୍.ଆର୍ ଏବଂ ଓ.ସି.ଆର.ସି. ତଥ୍ୟାନୁସନ୍ଧାନ ଦଳ ରିପୋର୍ଟ କ୍ରାଇମବ୍ରାଞ୍ଚ  ତଦନ୍ତ ନାମରେ ଜିଲ୍ଲା ପୋଲିସ୍ କେବଳ କେସ୍ ରେଜିଷ୍ଟର କରି ଦାୟିତ୍ୱ ଶେଷ ପୀଡ଼ିତାଙ୍କ ବୟାନ ମୁତାବକ ନିରପେକ୍ଷ ତଦନ୍ତ କରାଯିବା ଉଚିତ…

ଦାମ ବାବୁ ବାଚାଳ : ତୁଣ୍ଡଟା ସିନା ଇସ୍ପାତ, ହେଲେ ପଛ  ପୂରା  ହେମାଳ

  ନିଜେ ପକାଇଥିବା ଛେପକୁ ଟିକେ ଷ୍ଟାଇଲରେ ଢ଼ୋକି ଦେଲେ ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା : ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ନୂଆ ରାଜନୈତିକ ସମୀକରଣ ହେବ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ହୋଇଥିବାରୁ ଏହାକୁ ରୋକିବା ପାଇଁ ଅଣ ବିଜେପି ଶକ୍ତି ମାନେ ଏକାଠି ହେବାର ଆବଶ୍ୟକତା…

ଚିଲିକା ଫ୍ରେଶ ଏବଂ fish on wheel ଯୋଜନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା :  2009 ମସିହାରୁ ମୁଖ୍ୟମନ୍ତ୍ରୀ ମାଛ ଓ ଦୁଧ ଉତ୍ପାଦନ ବୃଦ୍ଧି ପାଇଁ 10 ବର୍ଷୀୟା ପ୍ଲାନ ଆରମ୍ଭ କରିଥିଲେ। ରାଜ୍ୟ ରେ ମାଛ ଉତ୍ପାଦନ ରେ 17% ବୃଦ୍ଧି ଘଟିଛି,ସାମୁଦ୍ରିକ ମାଛ ରପ୍ତାନୀ  1700 କୋଟି ରେ ପହଞ୍ଚିଛି, ରାଜଧାନୀ ଭୁବନେଶ୍ୱରରେ ଖାଉଟି…

ପୁଣି ୪ ଜିଲ୍ଲାରେ ଯୁବ ବିଜେଡି ସଂଗଠନର ପୁନର୍ବିନ୍ୟାସ କଲା ବିଜେଡି

   ବଦଳିଲେ ବୌଦ୍ଧ, ନୟାଗଡ଼, ଭଦ୍ରକ ଓ ନୂଆପଡ଼ା ଜିଲ୍ଲା କମିଟି କର୍ମକର୍ତ୍ତା  ଭୁବନେଶ୍ୱରରୁ ଚକ୍ରଧର ମାଝି : ପୁଣି ୪ଟି ଜିଲ୍ଲାରେ ଯୁବ ବିଜେଡି ସଂଗଠନର ପୁନର୍ବିନ୍ୟାସ କରିଛି ବିଜେଡି  । ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବ…