ସ୍ଥାନୀୟ ସମସ୍ୟାର ଆଶୁ ସମାଧାନ ନହେଲେ ଅଗଷ୍ଟ କ୍ରାନ୍ତି ଦିବସରୁ ବିଶାଳ ଜନ ସତ୍ୟାଗ୍ରହ
ଯାଜପୁର ଏକତା ମଞ୍ଚ ପକ୍ଷରୁ ପ୍ରଶାସନକୁ ଚେତାବନୀ
ଯାଜପୁର ରୋଡ଼ରୁ ସୁବାଷ ଚନ୍ଦ୍ର ନାୟକଙ୍କ ରିପୋର୍ଟ : ଯାଜପୁରରୋଡ଼ ସ୍ଥି’ତ ରୟାଲ କଳିଙ୍ଗ ହୋଟେଲ ପ୍ରକୋଷ୍ଠରେ ଯାଜପୁର ଏକତା ମଞ୍ଚ ତରଫରୁ ଯାଜପୁର ଜିଲ୍ଲାର ସାମଗ୍ରୀକ ବିକାଶ ଶିର୍ଶକ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।…