ଘୁ ଉଦୟଗିରି ଲିଙ୍ଗାଗଡ ଗ୍ରାମପଂଚାୟତରେ ଦୀର୍ଘ ୧୨ ଦିନ ହେବ ବିଏସଏନଏଲ ସେବା ଠପ ! ଏନଏହଂ କଡରେ ଥାଇ ଅବସ୍ଥା ଏଇଆ , ଭିତରକୁ ଅବସ୍ଥା ଯାହା ଜଣ ପଡୁଛି | ବାରମ୍ବାର ଅନୁରୋଧ କରାଯାଇଥିଏ ବି କିଛି ସୁଫଳ ମିଳୁନି, ପ୍ରାୟ ୩୦୦୦ରୁ ଉର୍ଧ୍ଵ ଲୋକ କ୍ଷୁବ୍ଧ |

0
Leave A Reply

Your email address will not be published.