ମୟୂରଭଞ୍ଜ ଜିଲାସ୍ତରୀୟ ଯୁବ ଉତ୍ସବ ଏବଂ ମନୋନୟନ ନଭେମ୍ବର ୨୫ରୁ ଆରମ୍ଭ
ବାରିପଦା-ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ଯୁବ ଉତ୍ସବ ନିମନ୍ତେ ଜିଲାସ୍ତରୀୟ ଯୁବ ଉତ୍ସବ ଓ ମନୋନୟନ ପ୍ରକ୍ରିୟା ଚଳିତ ନଭେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ବାରିପଦା ଇନ୍ଡୋର ଷ୍ଟାଡ଼ିଅମ୍ ହଲ ପରିସରରେ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଲୋକନୃତ୍ୟ(ଦଳଗତ), ଲୋକ…