ସ୍ତ୍ରୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା
୩ଜଣ ଗିରଫ, ମାରଣାସ୍ତ୍ରସହ ୨ ବାଇକ ଜବତ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଥାନା ବିଶିରିଙ୍ଗି ଛକ ରାସ୍ତା ନିକଟ ଦୁରରେ ଗତ ୧୬ ତାରିଖ ଦିନ ସକାଳେ ଘଟିଯାଇଥିବା ସଞ୍ଜିବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭି.ବେଣୁ ଗୋପାଳଙ୍କ ସମେତ ମୋଟ ୩ଜଣଙ୍କୁ…