କିସରେ ଶିଶୁ ଦିବସ ପାଳିତ: ଆରମ୍ଭ ହେଲା ‘କୁସୁମ’
ଭୁବନେଶ୍ୱର,: କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ରେ ପ୍ରତିବର୍ଷ ପରି ଚଳିତବର୍ଷ ଶିଶୁଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତବର୍ଷ କୁସୁମ ନାମରେ ପ୍ରଥମଥର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କିସ୍ର ପିଲାମାନେ…