୧ରୁ ଆରଆଇ ଅଫିସ ଘେରିବ କୃଷକ ମୋର୍ଚ୍ଚା
ଚାଷୀହକ୍ ପାଇଁ ବିଜେପିର ଆନ୍ଦୋଳନ ପ୍ରସ୍ତୁତି
ବାଲେଶ୍ୱର/Ujjwal Kar : ଚାଷୀଙ୍କୁ ଉଚିତ ମୂଲ୍ୟାଙ୍କନ କରିବା ସହିତ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ଡିସେମ୍ବର ୧ତାରିଖରୁ ମାସେବ୍ୟାପୀ ସମଗ୍ର ଓଡ଼ିଶାରେ ଆରଆଇଙ୍କ…