ଡକାୟତଙ୍କୁ ଧରିଲା ରାୟଗଡା ପୋଲିସ, ଜବତ କଲା ଲୁଟ୍ ସାମଗ୍ରୀ
Saroj sahu/Rayagada କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁଖୁୂମ ଘାଟୀ ଗାଁରେ ଗତ ୧୫ ତାରିଖ ଦିନ ଏକ ଡକାୟତ ଗ୍ୟାଙ୍ଗ ଗାଁର ଚାରିପଟୁ ଘେରିଯାଇ ଗାଁରେ ଥିବା ୫ଟି ଘରୁ ୧୦ଭରି ସୁନା ଅଳଙ୍କାର ସହ ୨ଲକ୍ଷ ଟଙ୍କା ଓ ଦୁଇଟି ମୋବାଇଲ ଲୁଟିନେଇଥିଲେ । ଏହି ଘଟଣାର ତଦନ୍ତ କରି ରାୟଗଡା ପୋଲିସ…