ଓଡ଼ିଶାରେ ପୁଞ୍ଜନିବେଶ ପାଇଁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାମାନେ ଆଗେଇ ଆସନ୍ତୁ
ଫାର୍ମା ଲିଡର୍ସ ପାଓ୍ୱାର ବ୍ରାଣ୍ଡ ପୁରସ୍କାର-୨୦୧୭ ପ୍ରଦାନ ଉତ୍ସବ
ନେଟ୍ଓ୍ୱାର୍କ- ୭ ମିଡିଆ ଗ୍ରୁପ୍ ଦ୍ୱାରା ଆୟୋଜିତ ଦଶମ ବାର୍ଷିକ ଫାର୍ମାସୁ୍ୟଟିକାଲ ଲିଡରସିପ୍ସ ମିଟ୍ ଓ ଫାର୍ମାଲିଡର୍ସ ବିଜିନେସ୍ ଲିଡରସିପ ଆଓ୍ୱାର୍ଡସ୍ -୨୦୧୭ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…