ବାରିପଦା ଲାୟନ୍ସ କ୍ଳବ ତରଫରୁ ଅସହାୟମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ

ବାରିପଦାରୁ ଦିଲ୍ଲୀପ ମହାନ୍ତି  - ମୟୂରଭଞ୍ଜର ମକରପର୍ବ ଉପଲକ୍ଷେ ବାରିପଦା ଲାୟନ୍ସ କ୍ଲବ ତରଫରୁ ସୁଧାର ଗୃହ, ବୃଦ୍ଧାଶ୍ରମ ଏବଂ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଚାଉଳ ଏବଂ ଡାଲି ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଲାୟନ୍ସ ଶତବାର୍ଷିକି ଉପଲକ୍ଷେ ଲାୟନ୍ସ କ୍ଲବମାନଙ୍କ ତରଫରୁ…

ଜାତୀୟ କନିଷ୍ଠ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା

ମୟୁରଭଞ ଜିୁଲାକୁ  ଚାରି ସ୍ୱର୍ଣ୍ଣ ପଦକ ସହ ସାତ ପଦକ,  ଦେବୀ ସିଂଙ୍କୁ ଷ୍ଟ୍ରଙ୍ଗ ଓମ୍ୟାନ ଅଫ ଇଣ୍ଡିଆ ଉପାଧି ବାରିପଦାରୁ ଦିଲ୍ଲୀପ ମହାନ୍ତି - ଭାରତର ତାମିଲନାଡୁ ରାଜ୍ୟ କୋଏମ୍ବାଟୁରଠାରେ ଅନୁଷ୍ଠିତ  ଜାତୀୟ କନିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲାକୁ ମିଳିଅଛି ସଫଳତା ।…

ହାଇଦ୍ରାବାଦକୁ ଖସିପଳାଇ ଯାଉଥିବା ବେଳେ ଧରା ପଡିଗଲେ ୨ ଏଟିଏମ ଲୁଟେରା

ନଗଦ ୫୯ ହଜାର ୪ ଶହ ଟଙ୍କା ସହିତ ଏଟିଏମ କାର୍ଡ  ଓ ମୋବାଇଲ ଜବତ ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ଟାଉନ ଥାନା ପୁଲିସ ସୋମବାର ୨ ଜଣ ଏତିମଏମ ଲୁଟେରା ହାଇଦ୍ରାବାଦକୁ ଖସିପଳାଇ ଯିବା ନିମନ୍ତେ ଉଦ୍ୟମ କରୁଥିବା ବେଳେ ବସଷ୍ଟାଣ୍ଡରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ୨…

ଓଡିଶା ନର୍ସିଂ କର୍ମଚାରୀ ସଂଘର ନିର୍ବାଚନକୁ ବୈଧ ରଖିଲେ ଅଦାଲତ

ପୁନଃ ନିର୍ବାଚନ ପାଇଁ ନିଦେ୍ର୍ଧଶ ଦେବାର ଆବଶ୍ୟତା ନାହିଁ : ପ୍ରତିପକ୍ଷଙ୍କ ଆବେଦନ ଖାରଜ ଭୁବନେଶ୍ୱର/chakradhar majhi  : ଓଡିଶା ନର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ ପାଇଁ ଗତବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ନିର୍ବାଚନକୁ ଅଦାଲତ କାଏମ ରଖିଛନ୍ତି । ଅଦାଲତଙ୍କ ନିଦେ୍ର୍ଧଶ…

ଫସଲବୀମା କ୍ଷତି ପୂରଣ ସହାୟତା ପାଇବାରୁ ଲକ୍ଷାଧିକ ଚାଷୀ ବଞ୍ଚôତ

୧୪ ଜିଲ୍ଲାପାଳ ରିପୋର୍ଟ ନ ଦେବା ଅଭିଯୋଗ କଲା କଂଗ୍ରେସ କୃଷକ ସେଲ୍ ଭୁବନେଶ୍ୱରୁ ଚକ୍ରଧର ମାଝି : ରାଜ୍ୟ ସରକାର ବୀମା କମ୍ପାନୀଗୁଡ଼ିକ ଜରିଆରେ ଖରିଫ ଋତୁରେ ମୋଟ ୧୮ଲକ୍ଷ ୩୬ ହଜାର ୩୫୦ଜଣ ଚାଷୀଙ୍କୁ ଫସଲ ବୀମାଭୂକ୍ତ କରିଥିଲେ । ଏଥିପାଇଁ ଚାଷୀ ସେମାନଙ୍କ ପ୍ରିମିୟମ ବାବଦରେ ୧୪୪ କୋଟି ୨୪…

“ଭାଗବତ”ର ପ୍ରଭାବ ବ୍ୟକ୍ତି ଓ ସାମାଜିକ ଜୀବନ ପାଇଁ ଅପରିହାର୍ଯ୍ୟ

  ଯାଜପୁରରୁ ଜୟଶଙ୍କର ଦାଶ : ଆମର ସଂସ୍କୃତି, ସାହିତ୍ୟ, ଆଧ୍ୟାତ୍ମିକ ଓ ପରମ୍ପରାକୁ ଅଧିକ ସମୃଦ୍ଧ, ଗ୍ରହଣୀୟ ତଥା ଗତିଶୀଳ କରିବାରେ ଭାଗବତ ପରି ମହାନ ଗ୍ରନ୍ଥ ଓ ପୁସ୍ତକର ଅବଦାନ ଚିରସ୍ମରଣୀୟ ଏବଂ ଅବର୍ଣ୍ଣନୀୟ । ଏକ ଶୃଙ୍ଖଳିତ ବ୍ୟକ୍ତି, ପରିବାର, ରାଷ୍ଟ୍ର ତଥା ବିଶ୍ୱ ପାଇଁ ଭାଗବତକୁ…

ସାରସକଣାରେ ବିଜେଡ଼ି ବାଟବଣା 

 ନୂଆ ମୁହଁ ସପକ୍ଷରେ ବିଜଦ ହାଇକମାଣ୍ଡ ଚର୍ଚ୍ଚାରେ ସରୋଜିନୀ ଚିନ୍ତାରେ ଭାଦବ,  ସୁଦାମ ଓ ବୁଢା ବି ଖେଳାଇଲେଣି ମୁଣ୍ଡ  ବାରିପଦାରୁ ଦିଲ୍ଲୀପ ମହାନ୍ତି : ୨୦୧୯ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି,  ମୟୂରଭଞ୍ଜ ଜିଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରେ…

୧୩ତମ ସାଇଟ ନର୍ସିଂ ବାର୍ଷିକ ଉତ୍ସବ ଓ ଶପଥ ଗ୍ରହଣ ସମାରୋହ 

  ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗିର ନିକଟସ୍ଥ ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ ୧୩ ତମ ବାର୍ଷିକ ଉସôବ ଓ ଶପଥ ଗ୍ରହଣ ସମାରୋହ ପାଳିତ ହୋଇଯାଇଛି । ବିଏସସି, ଜିଏନ୍ଏମ ଓ ଏଏନଏମର ୧୧୫ଜଣ ଛାତ୍ରୀଛାତ୍ର ଉତ୍ତମ ନର୍ସ ହେବାପାଇଁ ଶପଥ  ନେଇଥିଲେ । ବାର୍ଷିକ ଉସôବର ମୁଖ୍ୟ ଅତିଥି…

ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା

  Baripada/Dillip Mohanty  ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଆଦିବାସୀମାନଙ୍କ ମଧ୍ୟରେ ସାନ୍ତାଳ ଜନଜାତି ସମ୍ପ୍ରଦାୟ ଅନ୍ୟତମ । ଏହି ସାନ୍ତାଳ ଜନଜାତି ସମ୍ପ୍ରଦାୟ ବଣ ଜଙ୍ଗଲଠାରୁ ଆରମ୍ଭ କରି ସହରୀ ସଭ୍ୟତା ମଧ୍ୟରେ ନିଜକୁ ଖାପ ଖୁଆଇ କର୍ମମୟ ଜୀବନ ଜୀବିକା ନିର୍ବାହରେ ସିଦ୍ଧ ହସ୍ତ ।…

ଆଂଚଳିକ କନିଷ୍ଠ  ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

  କାମାକ୍ଷାନଗର/Bimal Biswal  : କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ବିରାଶାଳସ୍ଥିତ ଆଂଚଳିକ କନିଷ୍ଠ ମହାବିଦ୍ୟାଳୟର ୨୫ତମ ବାର୍ଷିକ ଉସôବ ମହାସମାରୋହରେ  ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପତି ସଭାପତିତ୍ୱ କରି ସଭା କାର୍ଯ୍ୟ ପରିଚାଳନା…