ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୫ ପ୍ରତିନିଧିତ୍ୱ କରିବେ

  ବାରିପଦା(୨୦/୦୧)- ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ  କୁସ୍ତି ଚୟନ ଶିବିରରେ ମାନସ ରଞ୍ଜନ ବେହେରା, ମିହିର ରଞ୍ଜନ ବେହେରା, ବିଭୁଦେନ୍ଦୁ ବେହେରା, କିଶୋର କୁମାର ବେହେରା ଓ ମନୋରଞ୍ଜନ ବେହେରା ଏହି ପରି ମୋଟ ୫ ଜଣ ପ୍ରତିଯୋଗି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ…

ସହରାଞ୍ଚଳ ପରିବହନ ସେବା ପାଇଁ କ୍ୟାପିଟାଲ ରିଜିନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ

ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ୍ ବଦଳରେ କ୍ୟାପିଟାଲ ରିଜିନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ସଂସ୍ଥା କଟକ, ଭୁବନେଶ୍ୱର , ପୁରୀ ଓ କୋଣାର୍କ ସହରାଂଚଳରେ ଜନସାଧାରଣଙ୍କୁ ବସ୍ ସେବା…

୨୦୨୫ ସୁଦ୍ଧା ରପ୍ତାନୀ ଛୁଇଁବ ୧ ଲକ୍ଷ କୋଟି

ରପ୍ତାନୀ ଭବନ ଉଦ୍ଘାଟିତ ଭୁବନେଶ୍ୱର: ୨୦୧୬-୧୭ ମସିହାରେ ରପ୍ତାନୀ କ୍ଷେତ୍ରରେ ଓଡ଼ିଶା ୧୧୪ ପ୍ରତିଶତ ଅଭିବୃଦ୍ଧି ହାସଲ କରି ସମଗ୍ର ଭାରତରେ ସର୍ବୋଚ୍ଚ ସ୍ଥାନରେ ରହିଥିବାରୁ ଭାରତ ସରକାର ଆମ ରାଜ୍ୟକୁ "ଚମ୍ପିଅନ୍ ଷ୍ଟେଟ୍' ଭାବରେ ସ୍ୱୀକୃତି ପ୍ରଦାନ କରିଛନ୍ତିା ନଭେମ୍ବର, ୨୦୧୭ ସୁଦ୍ଧା…

ପୋଷାକ ନିର୍ମାଣ ଶିଳ୍ପାନୁଷ୍ଠାନ ରେ ନିଯୁକ୍ତି ପାଇଲେ ଗୋପବନ୍ଧୁ ବାଳାଶ୍ରମର ୩ ଅନ୍ତେବାସିନୀ

ବାରିପଦା - ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରିପଦାସ୍ଥିତ ଗୋପବନ୍ଧୁ ବାଳାଶ୍ରମର ହୀରା ବାସ୍କେ,  ଭବାନୀ ସିଂ ଓ ରେବତୀ ମହାନ୍ତ ପ୍ରମୁଖ ୩ ଅନ୍ତେବାସିନୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀ ପ୍ରାୟୋଜିତ ନିଯୁକ୍ତି ଜଡ଼ିତ ତାଲିମ…

ମୈଦାନ ମାରିନେଲା ବିଜେଡି

ଜିଲ୍ଲା ପରିଷଦ ଉପ-ନିର୍ବାଚନ ଫଳ  ବିଜେଡି ପ୍ରାର୍ଥୀ କମଳ ସାହୁ ନିର୍ବାଚିତ ବାଲେଶ୍ୱର : ଜିଲ୍ଲା ପରିଷଦ ଉପ-ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ କମଳ ସାହୁ ୨୬ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…

ବ୍ୟକ୍ତି ଓ ବ୍ୟକ୍ତିତ୍ୱର ଶ୍ରେଷ୍ଠ   ପରିପ୍ରକାଶ କେବଳ ମାତୃଭାଷାରେ ସମ୍ଭବ- ଜିଲ୍ଲାପାଳ   

  ଯାଜପୁରରୁ ଜୟଶଙ୍କର ଦାଶ : ମାତୃଭାଷାରେ ନିଜ ବ୍ୟକ୍ତିତ୍ୱ ଓ ଭାବନାର ପରିପ୍ରକାଶ ଯେତେ ସହଜ ଓ ସାବଲୀଳ, ତାହା ଅନ୍ୟ ଭାଷାରେ ପ୍ରତିପାଦିତ ହେବା ସେତେ ସହଜ ନୁହେଁ ବୋଲି ଜିଲ୍ଲାପାଳ  ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ଅପରାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ…

ବାପି ସର୍ଖେଲଙ୍କ ବାଜିମାତ

ପାରାଦୀପ ବନ୍ଦର ଟ୍ରଷ୍ଟି ନିର୍ବାଚନ ସରିଲାପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ଏକ ନମ୍ବର  ପ୍ରଭାତ ସାମନ୍ତରାୟଙ୍କ ୟୁନିୟନ ଦ୍ୱିତୀୟ ପାରାଦୀପ :  ବହୁ ଚର୍ଚ୍ଚିତ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ କଂଗ୍ରେସ ନେତା ବାପି ସର୍ଖେଲ ଓ…

ଆଞ୍ଚଳିକ ରୋଗ ନିରୂପଣ କେନ୍ଦ୍ରରେ ଭୂଲ ରିପୋର୍ଟକୁ ନେଇ ଉତ୍ତେଜନା

  ବାରିପଦାରୁ ଦିଲ୍ଲୀପ ମହାନ୍ତି :  ମୟୂରଭଞ୍ଜ ଜିଲାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠାକୁ  ନେଇ ରାଜ୍ୟ ସରକାର  ନାଗରା ବଜାଇ ଚାଲିଛନ୍ତି । ଏପରିକି ରାଜ୍ୟ ସ୍ଥାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କୁଆଡେ଼ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ…

ସଂପତ୍ତିର ବିଭାଜନ ପାଇଁ  ସ୍ବେଛାରେ  ସ୍ୱୀକୃତିପତ୍ର ଆସିଥିବା ମାମଲାକୁ ନିଜଆଡୁ ପଦକ୍ଷେପ ନେଇ ଫଇସଲା କରିବାକୁ…

ଓଡ଼ିଶା ଭୂସଂସ୍କାର ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପଦକ୍ଷେପ     ଭୁବନେଶ୍ୱର :  ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ର ଧାରା ୧୯(୧) (c) ଅନ୍ତର୍ଗତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛିା ଯେଉଁସବୁ…