ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ‘ଶିଶୁ ସଞ୍ଜୀବନୀ ’ ର ଶୁଭାରମ୍ଭ

ଉପକୃତ ହେଉଛନ୍ତି ୬୦୦ରୁ ଅଧିକ ପିଲା ଭୁବନେଶ୍ୱର, ତା ୦୬/୧୨/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ କାଶୀପୁର ଏବଂ ଭବାନୀପାଟଣାର ୨୫ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ସଞ୍ଜୀବନୀ ନାମକ ଏକ ପୁଷ୍ଟିକର ପରିପୂରକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ।…

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ

ଭୁବନେଶ୍ୱର, ୬/୧୨: ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବାର ଉଦ୍ଦେଶ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରାରେ ବୁଧବାର ଏକ ନୂତନ ଆଂଟିରେଟ୍ରୋଭାଇରାଲ ଟ୍ରିଟମେଂଟ (ଏଆରଟି) ସେଂଟର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ପ୍ରଥମ…

ଓପିଜିସି ତରଫରୁ ସ୍ୱାସ୍ଥ୍ୟ ଶିବିର

ଲଖନପୁର: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ତରଫରୁ ଦଲଗାଁ ପ ପଞ୍ଚାୟତ କାର୍ଯ୍ୟାଳୟଠାରେ ରେ ଏକ ନିଶୁଳ୍କ ବିଶେଷଜ୍ଞ ସ୍ବାସ୍ଥ୍ୟ ଶି ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥ୍‌ ଭାବେ ଦଲଗାଁ ସ ସରପଞ୍ଚ ସନ୍ତୋଷ କୁମାର…

ବିଶିଷ୍ଟ କଣ୍ଠଶିଳ୍ପୀ ଡ.ଅନସୂୟା ନାଥଙ୍କୁ ‘ମାର୍ଗଶିରର ମହକ ସମ୍ମାନ ୨୦୨୫’ ପ୍ରଦାନ

ଭୁବନେଶ୍ୱର, ୫/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃ୍ତିକ ଶାଖା କ୍ରିଆଟିଭୋ ପକ୍ଷରୁ ଗୁରୁବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗଣିତ ବିଭାଗର ପ୍ରଫେସର ଡ.…

ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର,ବେଲଗୁଣ୍ଠା ରେସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ପାଳିତ…

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )- -:ରିଖ ଅପରାହ୍ନ ଘ.୨.୦୦ ବେଳେ ମାତା ମାନଙ୍କୁ ନେଇ "ସପ୍ତ ଶକ୍ତି ସଙ୍ଗମ" କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗୀତା ଜ୍ଞାନ ପ୍ରବଚ଼କ ତଥା ଆଧ୍ୟାତ୍ମବାଦୀ ସାଧକ ଶ୍ରୀ ଜଗତ କିଶୋର ଦାଶ ଯୋଗଦାନ କରି…

କିସ୍ ଅଭିଭାବକ ମାନଙ୍କ ତରଫରୁ ମ ରାମପୁର ଠାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ |

ଭବାନୀପାଟଣାukକଳାହାଣ୍ଡି ଜିଲ୍ଲା ମ ରାମପୁର କରଲାଖୁତା ଠାରେ ଆଗକୁ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀର ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହେଇଯାଇଛି | ଉକ୍ତ ବୈଠକରେ ମୁଖ୍ୟ ଅତିଥି ବିଶିଷ୍ଟ ଆଦିବାସୀ ନେତା ତଥା କିସ ର ଶୁଭେଛୁ ଶ୍ରୀ ପରମାନନ୍ଦ ମାଝୀ…

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର!

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ)ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର| ଇନ୍ଦିରାବତୀ ଦକ୍ଷିଣ ମୁଖ୍ୟ କେନାଲ ବୋଦେଲବନ୍ଧ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ହେବା ଯୋଗୁଁ ଜଣକର ମୃତ୍ୟୁ ହେଇଥିବା ବେଳେ ୪ ଜଣ ଗୁରୁତର…

ଭଞ୍ଜନଗର ରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ନୁତନ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସ୍.ଡି.ଆଇ.ପି.ଆର୍.ଓ) ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ। ଭଞ୍ଜଭୂମି ଭଞ୍ଜନଗର ସହର ,ଏହାର ସବୁ କ୍ଷେତ୍ରରେ ସବୁ ସରକାରୀ ବେସରକାରୀ…

ଗୁଣୁପୁର ପୌର ସଦ ଭାବନା ଗୃହ ରେ କେନ୍ଦ୍ର ସରକାର ଙ୍କ 16 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ପୌର ସଦ ଭାବନା ଗୃହ ରେ ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାର ଙ୍କ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ର ନିର୍ଦ୍ଧେଶ କ୍ରମେ ଆଜି ଗୁଣୁପୁର ପୌର ପରିଷଦ ସଦ ଭାବନା ଗୃହ ରେ ପାରିବାରିକ ହିଂସା ପୋକ୍ସ ଧାରା…

କଟକରେ ବିଶ୍ଵ ମୃତ୍ତିକା ଦିବସ ପାଳନ ହୋଇ ଯାଇଛି।

କଟକ ତା-୦୫.୧୨.୨୦୨୫ ରିଖ ଦିନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଟକ ଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳନ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ପରିଷଦ,…