ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ: ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳିତ ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

ପାର୍ସଲ ବୋମା ପଛରେ ପ୍ରେମପ୍ରସଙ୍ଗ ଖୋଳତାଡ କରୁଛି ପୋଲିସ

ସୌମ୍ୟଙ୍କ ବାପା କହିଲେ "ଧମକ ଆସିଥିଲା ପୁଅକୁ' ବଲାଙ୍ଗୀରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର  : ପାଟଣାଗଡ ପାର୍ସଲ ବୋମାକୁ ନେଇ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । କେତେବେଳେ ପ୍ରେମ ତ କେତେବେଳେ ଆଉ କିଛି । କାରଣ ଯଦିଓ ଏ ଯାଏ ଅସ୍ପଷ୍ଟ ତଥାପି ପ୍ରେମଦିଗକୁ ନେଇ ଓ ବାରମ୍ବାର ଫେସବୁକ୍…

ହାଇକୋର୍ଟ ବାର ଆସୋସିଏସନର ଓକିଲଙ୍କ ଆନ୍ଦୋଳନ ସ୍ଥଗିତ 

କଟକରୁ ସରୋଜ ସ୍ୱାଇଁ :  ହାଇକୋର୍ଟ ରେ ଖାଲିଥିବା ଜଜ ପଦବୀ ପୁରାଣ କରିବା ଦାବିରେ  ଗତ ମାସ ୧୨ ତାରଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ରିଲେ ଅନଶନ କରୁଥିବା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଓକିଲମାନେ ସେମାନଙ୍କ ଆନ୍ଦୋଳନତମକ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି  । ମୁଖ୍ୟ…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଅଇଁଠାପାଲି ହାଜତ ମୃତ୍ୟୁ  ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରିଟ ଠାରେ…

  ଭୁବନେଶ୍ୱର - କୋରାପୁଟ ବିଧାୟକ ତଥା ପ୍ରଦେଶ ଅନୂସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଏବଂ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଲୋକ କୁନ୍ଦୁଲି ଗଣ ଦୁର୍ଷ୍କମ ଓ ଅଇଁଠାପାଲି ହାଜତ ମୃତ୍ୟୁ ପ୍ରସଙ୍ଗରେ ଆସନ୍ତା ତା…

ମୂଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି : ସମୀର 

ଭୁବନେଶ୍ୱର : ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ବିକାଶର ମିଛ ପ୍ରତିଶୃତି ଦେଇ ନିରୀହ ରାଜ୍ୟବାସୀଙ୍କୁ ପ୍ରତାରଣା ଦେବାରେ ସମସ୍ତ ସୀମା ମୁଖ୍ୟମନ୍ତ୍ରୀ ଉଲ୍ଲଂଘନ କରିସାରିଛନ୍ତି । ଦୀର୍ଘ ୧୮ ବର୍ଷ ଶାସନରେ ରହି ରାଜ୍ୟ ବିକାଶର ମିଥ୍ୟା କଥା କହି…

ଦଳୀୟ ସ୍ୱାର୍ଥ ପାଇଁ  ଲୋକ ପ୍ରତିନିଧିମୂଳକ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱସ୍ତ କରିଛନ୍ତି ରାଜ୍ୟ ସରକାର : କେ.ଭି.…

  ଭୁବନେଶ୍ୱର/ chakradhar majhi  : ଗ୍ରାମାଂଚଳ ସ୍ଥାନୀୟ ଲୋକ ପ୍ରତିନିଧି ବ୍ୟବସ୍ଥା ନବୀନ ସରକାରଙ୍କର ଚକ୍ରାନ୍ତରେ ସଂପୂର୍ଣ କ୍ଷମତାଶୂନ୍ୟ ହୋଇ ଯାଇଛି । ଦେଶର ନିୟମ ସ୍ଥାନୀୟ ଅଂଚଳ ବିକାଶ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିମୂଳକ ପଂଚାୟତିରାଜ ବ୍ୟବସ୍ଥାକୁ ଯଥେଷ୍ଟ କ୍ଷମତା ପ୍ରଦାନ କରା…

କହିଁ ପେ ନୀଗାହେ କହିଁ ପେ ନିଶାନା !!!!!!!!!!

ଧର୍ମେନ୍ଦ୍ରଙ୍କ ଭେଟିଲେ କଂଗ୍ରେସ ବିଧାୟକ କୃଷ୍ଣ ସାଗରିଆ ଓ ପୂର୍ବତନ ବିଧାୟକ ନିମାଇଁ ସରକାର   ଭୁବନେଶ୍ୱରରୁ ମାନସୀ ମିଶ୍ର  : ଲମତାପୁଟ ଠାରୁ  କାଳଚୁର କୋଲାବ(ଦେଉଳା) ଠାରେ ଜନସାଧାରଣଙ୍କ ଗମନଗଣମ ପାଇଁ ଏକ ରେଲୱେ ଓଭରବ୍ରିଜ ନିର୍ମାଣ ଆଉ କୋଲାବ ଲଜଳଭଣ୍ଡାର ଉପରେ ସିଣ୍ଡିପୂତା ଘାଟ…

ରାଜ୍ୟସଭା ତିନୋଟି ଆସନ ପାଇଁ ଆରମ୍ଭ ପ୍ରକ୍ରିୟା

  ଜାରି ହେଲା ବିଜ୍ଞପ୍ତି, ୧୨ସୁଦ୍ଧା   ନାମାଙ୍କନ  ଭୁବନେଶ୍ୱର : ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ସୋମବାର ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ସମ୍ପର୍କରେ ସୂଚନା…