ଚାଷୀ ପରିବାରର ଚାଷରୁ ମାସିକ ହାରାହାରି ଆୟ :ଓଡ଼ିଶାରେ ମାତ୍ର ୧୪୦୭ ଟଙ୍କା , ପଞ୍ଜାବରେ ୧୦,୮୬୨ ଟଙ୍କା
ଭୁବନେଶ୍ୱର, ୨୭ା୦୩: ନିରୋଳା କୃଷିରୁ ଓଡ଼ିଶା କୃଷକ ପରିବାରର ହାରାହାରି ମାସିକ ଆୟ ମାତ୍ର ୧୪୦୭ ଟଙ୍କା । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏଥିରୁ ଓଡ଼ିଶାରେ କୃଷି ଓ…