ପରୀକ୍ଷା ଘୁଞ୍ଚାଇବାକୁ ନେଇ ଛାତ୍ର ଆନ୍ଦୋଳନ ।

ବରଗଡ଼/ନୀଳ ଦୀପ : -ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୨୨ ତାରିଖରେ +୩ର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା କରାଇବା ପାଇଁ ୧୦ ତାରିଖ ନୋଟିସ ଜାରି କରିଥିଲେ । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୮ଟି କଲେଜର…

   ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ  “ଆଇନ ସଚେତନତା ଶିବିର’’  

ତିର୍ତୋଲ/Ramesh Mohanty  : ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ଗରାମ ଗ୍ରାମ ପଚାଂୟତର ସୋଲଗାଡିଆ ମଠ ସମ୍ମୁଖରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅଣ ସଂଗଠିତ ଶ୍ରମିକମାନଙ୍କ ପାଇଁ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା…

ବୈଜୟନ୍ତଙ୍କ ଚରିତ୍ର ଯାହା, ସେଭଳି ଚରିତ୍ର ତାଙ୍କ ବନ୍ଧୁଙ୍କ ହେବା  ସ୍ୱାଭାବିକ 

ଜରୁରୀ କାଳୀନ ପରିସ୍ଥିତି ଦେଶରେ କିଏ ସୃଷ୍ଟି କରୁଛି, ତାହା ଦେଶବାସୀ ଦେଖୁଛନ୍ତି  ଯଦି ପଣ୍ଡାଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଏତେ ଦରଦ ତେବେ ତାଙ୍କୁ ବିଜେପି ନେଇଯାଆନ୍ତୁ : ପ୍ରତାପ   ଭୁବନେଶ୍ୱର,: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଗଣମାଧ୍ୟମରେ ଯେଉଁ ଆଲୋଚନା ଚାଲିଛି ଏବଂ…

ନେମାଳର ଭବିଷ୍ୟବକ୍ତା ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁଙ୍କ ପୀଠ ପିପ୍ପଳମାଧବ ଭିମବ୍ରହ୍ମପୁରରେ ଚିହ୍ନଟ

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପିପ୍ପଳମାଧବ ନିକଟ ଭିମବ୍ରହ୍ମପୁର ଠାରେ ପଞ୍ଚସଖା ନେମାଳର ଭବିଷ୍ୟବକ୍ତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶିଷ୍ୟ ଅନନ୍ତ ଗୋସାଇଁ ଙ୍କ ପୀଠର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଦେଖିବା ନିମନ୍ତେ ନେମାଳ ସହିତ…

 ଗାନ୍ଧି ଜୟନ୍ତୀରୁ ରାଉରକେଲାରେ ବନ୍ଦ ହେବ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର 

“ପ୍ଲାଷ୍ଟିକ୍ ଫ୍ରି- ସମ୍ଭବ” ଅଭିଯାନ ମାଧ୍ୟମରେ ଚାଲିଛି ଜୋରଦାର ସଚେତନତା କାର୍ଯ୍ୟକ୍ରମ ସମସ୍ତଙ୍କ ସହଯୋଗ ତଥା ସହଭାଗିତାରେ ଅଭିଯାନ ସଫଳ ହେବ: କମିଶନର ଶ୍ରୀମତି ରଶ୍ମିତା ପଣ୍ଡା  ରାଉରକେଲା :  ରାଜ୍ୟର ସମସ୍ତ ମହାନଗର ନିଗମ ଏବଂ ପୁରୀ ସହରକୁ ଆସନ୍ତା ଅକ୍ଟୋବର ୨ ତାରିଖ, ଗାନ୍ଧି…

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଧାୟିକା ପ୍ରମିଳା ମଲିକଙ୍କୁ ସମ୍ବର୍ଦ୍ଧନା

 ଭୁବନେଶ୍ୱର:  ୨୦୧୪ର ଶ୍ରେଷ୍ଠ  ବିଧାୟିକା ଭାବେ ଶ୍ରୀମତୀ ପ୍ରମିଳା ମଲିକଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ପୁରସ୍କାର ପାଇଥିବା ବିଜେଡି ମହିଳା ମୋର୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି |   ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଶ୍ରୀମତୀ ମଲିକଙ୍କୁ ଉଚ୍ଛସିତ…

ବ୍ଲକ ବିଜେଡି ସଭାପତିଙ୍କୁ ବିଦା କଲେ ରାଜ୍ୟ ସଭାପତି 

ଭୁବନେଶ୍ୱର :  ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ବ୍ଲକ ବିଜେଡି ସଭାପତି ଭାବେ ଥିବା  ଜୟରାମ କିଶାନଙ୍କ ସ୍ଥାନରେ  ଅଶୋକ ଗୁରୁଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ…

ବିଜେପିକୁ ଛାଡି ବିଜେଡିରେ ଯୋଗଦେଲେ ସମ୍ବଲପୁର ସଂଖ୍ୟାଲଘୁ ସେଲ୍‍ର ସାଧାରଣ ସଂପାଦକଙ୍କ ସହ ବହୁ କର୍ମୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‍ର ଉପ-ସଭାପତି ବିକାଶ କୁମାର ପଶି, ଗୁରୁପ୍ରୀତ୍‍ ସିଂହ ରାଇନା, ସଂପାଦକ ନମନ ଦୀପ୍‍ ସିଂହ ତ୍ରେହାନ୍‍, ସାଧାରଣ ସଂପାଦକ…

ଅକ୍ଟୋବର ୫ରେ ଦିବ୍ୟାଙ୍ଗ ଭୋଟରଙ୍କ ପଞ୍ଜୀକରଣ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର:  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ନାଗରିକ ଯେଉଁମାନଙ୍କ ନାମ ଭୋଟର ତାଲିକାଭୁକ୍ତ ହୋଇନାହିଁ, ସେମାନଙ୍କ ନାମ ପଞ୍ଜୀକୃତ କରିବା ପାଇଁ ଆସନ୍ତା ଅକ୍ଟୋବର  ୫ ତାରିଖରେ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ସ୍ତରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ…

କୁଜଙ୍ଗ କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର 

ପାରାଦୀପ : ପାରାଦୀପ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ର ମାଲିକ ମହିମାନନ୍ଦ ମିଶ୍ର କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ପରେ କୋର୍ଟ ତାଙ୍କୁ ପୁଣି ଥରେ ସମାଗୋଳ ଉପକାରାଗାରାକୁ ପଠାଇଦେଇଛନ୍ତି । ପୂର୍ବ ଘଟଣା ୨୬.୧୦.୨୦୧୬ ପାରାଦୀପ ସିିିୱେଜ ସିପିଙ୍ଗ କମ୍ପାନୀର…