ବ୍ଲକ ବିଜେଡି ସଭାପତିଙ୍କୁ ବିଦା କଲେ ରାଜ୍ୟ ସଭାପତି On Sep 19, 2018 10 Share ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ବ୍ଲକ ବିଜେଡି ସଭାପତି ଭାବେ ଥିବା ଜୟରାମ କିଶାନଙ୍କ ସ୍ଥାନରେ ଅଶୋକ ଗୁରୁଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । 10 Share FacebookTwitterGoogle+ReddItWhatsAppPinterestEmail