ମହରମ ଓ ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ଦାବୀକଲା କଂଗ୍ରେସ

ଭଦ୍ରକ/ସତ୍ୟ ସ୍ୱାମୀ : ଭଦ୍ରକର ମହରମ ଓ ଗଣେଶ ଭସାଣି ଶୋଭଯାତ୍ରାକୁ ନେଇ ହିନ୍ଦୁ, ମୁସ୍ଲିମ ଉଭୟ ସଂପ୍ରଦାୟର ହିତାକାଙ୍କ୍ଷୀ, ଦାୟିତ୍ୱବାନ ନାଗରିକମାନେ ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ମୁସ୍ଲିମ ଜମାତର  କର୍ମକର୍ତ୍ତାମାନଙ୍କ ବାରମ୍ବାର ନିବେଦନ ଓ ଆଲୋଚନା ସତ୍ତ୍ୱେ  ପ୍ରଶାସନ…

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ବଲାଙ୍ଗିର/ନିରୋଜ ମିଶ୍ର  - ସ୍ଥାନୀୟ କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ  ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସନାତନ ଠାକୁର,…

ପ୍ରବାସେ ମାଟିର ବାସ  : ଓମାନରେ ନୁଆଖାଇ ଭେଟଘାଟ

ଓମାନରୁ ଉମେଶ ପାଣିଗ୍ରାହୀ/ ପଦ୍ମପୁରରୁ ନୀଳ ଦୀପ  :  ପ୍ରବାସରେ ରହି ବି ଭୁଲିନଥିଲେ ଓଡିଆମାନେ ମହାନ ଗଣପର୍ବ ନୂଆଖାଇ ପାଳିବାକୁ | ଅସୀମ ଉତ୍ସାହ ଓ ଉଦିପନା ସହ ଓମାନରେ ବସବାସ କରୁଥିବା ପ୍ରବାସୀ ପ୍ରବାସୀ ପଶ୍ଚିମ ଓଡିଶାଭାଇ ଓ ଭଉଣୀ ମାନେ ନୂଆଖାଇ ପାଳନ କରିବା ସହ ପାର୍ବଣ ମୁଖର ହୋଇ…

ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ ସ୍ୱଚ୍ଛତା ଅଭିଜାନ

ପଦ୍ମପୁର(Nila Deep)- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ଥିତ ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ  ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଉପରେ ନିଜର…

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଇଁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ  ।

ଯାଜପୁର/Jayashankar Dash  :ଯାଜପୁର ଜିଲ୍ଲା  ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଚ୍ଥି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲା  ସ୍କୁଲ ପରିସରରେ ଜିଲ୍ଳ୍ା ସୂଚନା ଓ ଲୋକ…

ବାଲି ମାଫିଆ ଗିରଫ- ଜାମିନ ନାମଞ୍ଜୁର  ହେବାରୁ ଜେଲ ଗଲା ଅଭିଯୁକ୍ତ

ଭୁବନେଶ୍ୱର /ଶାସକ ପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁର ଥାନାରେ ବହୁ ଅପରାଧିକ ମାମଲା ଥିବା ତଥା ଅଂଚଳର କୁଖ୍ୟାତ ବାଲି ମାଫିଆ ଶେଷରେ ପଦ୍ମପୁର ପୋଲିସ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଚର୍ଚ୍ଚା ଜୋର ଧରିଛି  । ପୋଲିସଠାରୁ ମିଳିଥିବା ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ଉପଖଣ୍ଡର ବିଭିନ୍ନ…

ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍କ ସେବା ଯୋଗାଅ : ଜିଲ୍ଲାପାଳ

ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ପରାମର୍ଶ ଓ ସ୍ୱତନ୍ତ୍ର ଉପକମିଟି ବୈଠକ ଅନୁଷ୍ଠିତ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର କକ୍ଷରେ ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ବିଭାଗର ଆବାହକତ୍ୱରେ ଜିଲ୍ଲାର…

ଗାଁ ସାଥୀ (ମେଟ)ସଂଘର ବିଭିନ୍ନ ଦାବୀ ନେଇ ନୀରବ ଶୋଭଯାତ୍ରା ଓ ଦାବୀ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଶତାଧିକ ଗାଁ ସାଥୀ ବିଭିନ୍ନ ଦାବୀ ନେଇ ନୀରବ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ପାରଳାଖେମୁଣ୍ଡି ଠାରେ ରେଳ ସଂରକ୍ଷଣ ଓ ଅଣସଂରକ୍ଷଣ ଟିକଟ କାଉଣ୍ଟର ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ Balakrushna Panigrahi : ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନ ପରିସର ଛକ ଠାରେ ରେଳ ସଂରକ୍ଷଣ ଓ ଅଣସଂରକ୍ଷଣ ଟିକେଟ କାଉଣ୍ଟର ତଥା ଶ୍ରୀଜଗନ୍ନାଥ ଯାତ୍ରୀ ସେବା କେନ୍ଦ୍ର ଉଦ୍‍ଘାଟିତ ହୋଇଯାଇଛି । ପାରଳା ବିଧାୟକ କେ.ସୁରିଆ ରାଓ ଏବଂ ପାରଳା ରାଜ ପ୍ରସାଦ ରାଜକୁମାରୀ…

୪୪ ଦିନିଆ ସମୂହ  ଛୁଟିରେ ଗଲେ ଓଡ଼ିଶାର ସମସ୍ତ କାର୍ଯ୍ୟରତ ଡିପ୍ଲୋମା ଇଂଜିନିୟର

ବାଲେଶ୍ୱର\Ujjwal Kar : ଡିପ୍ଲୋମା ଇଂଜିନିୟରଙ୍କ ପ୍ରତି ଓଡ଼ିଶା ସରକାରଙ୍କ ପକ୍ଷପାତ ଓ ଅନ୍ୟାୟ ପ୍ରତିବାଦରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଆନ୍ଦୋଳନ  ଜୋରଦାର କରିଅଛି । ପୂର୍ବ ଘୋଷଣା ଅନୁଯାୟୀ ତା ୧୮/୦୯/୨୦୧୮ ରିଖରୁ ରାଜ୍ୟର ସେବାରତ ୮୫୦୦ ଡିପ୍ଲୋମା ଇଂଜିନିୟରମାନେ ୪୪ଦିନ…