ପଦ୍ମପୁର ସହରର ବଡ଼ପଡାରେ ଉତ୍କଟ ପାନୀୟ ଜଳ ସଙ୍କଟ
ପଦ୍ମପୁରରୁ ନୀଲ ଦୀପ -ଗ୍ରୀଷ୍ମପ୍ରବାହ ସହ ତାପମାତ୍ରା ଧିରେ ଧିରେ ବଢ଼ି ଚାଲିଥିବା ବେଲେ ପଦ୍ମପୁର ସହରରେ ଜଳସଙ୍କଟରେ ବୄଦ୍ଧି ଦେଖାଦେଇଛି । ବିଶେଷ କରି ବଡ଼ପଡା ରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ଏ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା…