ହାଇ କୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ସତର ଦିନରେ On Sep 22, 2018 8 Share କୁଚିଣ୍ଡାରୁ ଶାନ୍ତନୁ ବେହେରା : ହାଇକୋର୍ଟ ବେଞ୍ଚ ଦାବିରେ କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟବନ୍ଦ ଜାରି ରଖିଛନ୍ତି | ଆନ୍ଦୋଳନ ଆଜି ସତର ଦିନରେ ପହଂଚିଛି | ଆଜି ମଧ୍ୟ କୋର୍ଟ ସମ୍ପୁର୍ଣ୍ଣ ଭାବେ ବନ୍ଦ ଅଛି |କଚେରୀ ବନ୍ଦ ରହିଥିବା ଯୋଗୁ ଲୋକମାନେ ନାନାଦି ହଇରାଣ ହରକତ ହେଉଛନ୍ତି | 8 Share FacebookTwitterGoogle+ReddItWhatsAppPinterestEmail