ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଲଗାଉଛନ୍ତି ଅରୁଣ ସିଂ, ମହାନଦୀ ପ୍ରସଙ୍ଗରେ ବିଜେପି ସାଜିଛି ଓଡିଶା ବିରୋଧୀ 

ବିଜେପିର ଜୁମଲା ବା ପ୍ରବଞ୍ଚନାକୁ ହାଡ଼େ ହାଡ଼େ ଚିହ୍ନିଗଲେଣି ଓଡ଼ିଶାବାସୀ : ବିଜୟ   ଭୁବନେଶ୍ୱର ଚକ୍ରଧର ମାଝି : ବିଜେପି ସରକାରକୁ ଆସିଲେ ମହାନଦୀ ସମସ୍ୟା ୬ମାସରେ ସମଧାନ ହୋଇଯିବ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହ ଯେଉଁ ଦୃଢେ଼ାକ୍ତି ପ୍ରକାଶ କରୁଛନ୍ତି, ତାହା ବିଜେପିର ଓଡ଼ିଶା ପ୍ରତି…

ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ…

ଗୋଟିଏ ଟେବଲରେ ଏକାଠି ରକ୍ତଦାନ କଲେ ରାଜ ଦମ୍ପତ୍ତି

 ବଲାଙ୍ଗୀରରୁ ନିରୋଜ ମିଶ୍ର : ରାଜପରିବାରର ଜନ୍ମ ହୋଇ ପାରିଥାନ୍ତି ଦୁହେଁ | ହେଲେ ସେବା ଆଉ ମଣିଷ ପଣିଆ ଅଛି ସେମାନଙ୍କ ଭିତରେ  | ଜୀବନ ବିନ୍ଦୁ ବିଶାଳ ରକ୍ତଦାନ ଶିବିର ରେ ରକ୍ତ ଦାନ କଲେ ଯୁବନେତା ଅରକେଶ ସିଂ ଦେଓ  ଏବଂ ତାଙ୍କ ସହଧର୍ମିଣୀ ଅଦ୍ରୀଜା  ମଞ୍ଜରୀ  ସିଂ .

୨୦୧୭ ବର୍ଷ ମରୁଡ଼ିର ବୀମାରାଶି ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ ।

ପଦ୍ମପୁରରୁ ନୀଳ ଦୀପ : ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ କୄଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୨୦୧୭ ବର୍ଷ ମରୁଡ଼ିର ବୋଲି ବୀମାରାଶି ମିଳିବା ନେଇ ଐକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି ଅଵସରରେ ପଶ୍ଚିମ ଓଡିଶା କୄଷକ ସମନ୍ୱୟ ସମିତି, ରାଜବୋଡାସମ୍ବର…

ଭଉଣୀକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଭାଇକୁ ଜେଲ ଓ ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଊତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-(୧) ତଥା ଚିଲଡେ଼୍ରନ କୋର୍ଟ ଜଜ୍ ଅଜିତ କୁମାର ସିଂ ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ପିଉସୀ ପୁଅ ଭାଇକୁ  ଦୋଷୀ ସାବ୍ୟସ୍ତ କରାଇ ୧୦ ବର୍ଷ କାରାଦଣ୍ଡ, ୧୫ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟ…

୩ ହଜାର ଟଙ୍କା ଲାଞ୍ଚ ମାମଲା, ଅଭିଯୁକ୍ତ ଜିଆରଏସଙ୍କୁ ଜେଲ ଓ ଜୋରିମାନା

  ବାରିପଦା( ଦିଲ୍ଲୀପ ମହାନ୍ତି)- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଆଜି ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ବହଳଦା ବ୍ଲକର ଗଡ଼ିଘାଟି ଗ୍ରାମପଞ୍ଚାୟତର ଜିଆରଏସ ତଥା ତିରିଂ ଥାନା ମହୁଲଡ଼ୁମା ଗ୍ରାମର ମନୋରଞ୍ଜନ ମହାନ୍ତ(୩୩)ଙ୍କୁ ଦୋଷୀ…

ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ ।

ପଦ୍ମପୁରରୁ ନୀଳ ଦୀପ - ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପାତ୍ର,ଗୋଷ୍ଠୀ ସଂଗଠିକା ଚିତ୍ରୋତ୍ପଳା  ମେହେରଙ୍କ ଉପସ୍ଥିତିରେ ଦିନଦୟାଲ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ପଦ୍ମପୁର…

କିଏ ସେ ଖଳନାୟକ, କାହିଁକି ଖେଳୁଛି ସିଆଇଆଇ!!!!!!

ସିଆଇଆଇ ହାତବାରିସୀ ସାଜି ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିବା ଦୁର୍ଭାଗ୍ୟଜନକ: ବିଜେଡି ୨୦୧୮ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ମେକ୍‍-ଇନ୍‍-ଓଡ଼ିଶା କନ୍‍କ୍ଲେଭ୍‍-୨୦୧୮ ଅନୁଷ୍ଠିତ  ହେବ । ଏହି କନ୍‍କ୍ଲେଭ୍‍ କାର୍ଯ୍ୟକ୍ରମକୁ ୨୦୧୬ର ଅନୁରୂପ ଭାବେ ସିଆଇଆଇର ସହଭାଗିତାରେ ଆଗେଇ ନେବା…

ଯେତେ କହିଲେ ବି ରାଜ୍ୟ ସରକାରଙ୍କ କଥାକୁ   ରାଷ୍ଟ୍ରାୟତ ବ୍ୟାଂକଙ୍କ ଖାତିର ନାହିଁ

ସମବାୟ ବ୍ୟାଙ୍କ ଜମା ଅର୍ଥ ଠାରୁ ଅଧିକ ଶସ୍ୟ ଋଣ ଦେଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ କୁନ୍ଥୁକୁନ୍ଥୁ ୨୦୧୬-୧୭ ଆର୍ଥିକ  ବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଓଡ଼ିଶାରୁ ୧,୯୩,୩୧୩ କୋଟି ୩୭ ଲକ୍ଷ ଟଙ୍କାର ଜମା ସଂଗ୍ରହ କରିଥିବା  କୃଷି ଋଣର ପରିମାଣ ଥିଲା ମାତ୍ର ୧୧,୫୧୬ କୋଟି ଟଙ୍କା । …

ବିଜୁ ଯୁବ ବାହିନୀ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୪୫୦. ୪୯ କୋଟି

   ୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହେଲେଣି ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି  ଭୁବନେଶ୍ୱର(ମାନସୀ  ମିଶ୍ର) : ପଞ୍ଚାୟତ ଓ ପୌରାଞ୍ଚଳ ସ୍ତରରେ ଓଡ଼ିଶାରେ ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ୩ ବର୍ଷରେ ରାଜ୍ୟ ସରକାର ୪୫୦ କୋଟି ୪୯ ଲକ୍ଷ…