ଆଜିଠୁ ନୄସିଂହନାଥ ବୈଶାଖ ମେଳା ।

  ପଦ୍ମପୁର/ପାଇକମାଳରୁ ନୀଳ ଦୀପ ଓ  ଗୌରାଙ୍ଗ ଦାସ -ଆଜିଠୁ ଆରମ୍ଭ ହେବ ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ପାଇକମାଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ନୄସିଂହନାଥ ପୀଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ।ଏଥିପାଇଁ ପ୍ରସ୍ତୁତ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।୩୦…

ଜନସ୍ୱାର୍ଥ ଚୁଲିକି ଯାଉ ଏବଂ ଦଳୀୟ ସ୍ୱାର୍ଥ ବଜାୟ ରହୁ ନୀତିକୁ ମୁଖ୍ୟମନ୍ତ୍ରୀ ଆପଣେଇଛନ୍ତି: ବିଜେପି

  କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ଦିବସ ରାଜ୍ୟ ସରକାର ପାଳନ ନକରିବା ପ୍ରସଙ୍ଗ  ଭୁବନେଶ୍ୱର : କେନ୍ଦ୍ରୀୟ ଅବହେଳାର ଚିକ୍ରାର କରୁଥିବା ରାଜ୍ୟ ସରକାର ବାସ୍ତବରେ ଗରିବ ବିରୋଧୀ । କେନ୍ଦ୍ର ସରକାର ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ବି ରାଜ୍ୟ ସରକାର ଦଳୀୟ…

ପାରାଦୀପରେ ବିମାନ ବନ୍ଦର ପାଇଁ  ସୁରେଶ ପ୍ରଭୁଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

ଭୁବନେଶ୍ୱର  - ପାରାଦୀପରେ ଏକ  ବିମାନ ବନ୍ଦର ସ୍ଥାପନା କରିବାକୁ  ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ  ପତ୍ର ଲେଖିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ…

 ରଥଯାତ୍ରା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ  ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ 

 ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ ମୁତୟନ ହେବେ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୫୮୬ ଜଣ ଡାକ୍ତର ଓ ପାରାମେଡିକ  ଭୁବନେଶ୍ୱର -ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ…

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

  ଭୁବନେଶ୍ୱର - ବହୁଦିନ ମେଡିକାଲରେ  ପଡିବ ପରେ ଜାମିନ ମିଳିଛି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ |   ସିସୋର  ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କଟକ -ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତଙ୍କୁ ୨ ମାସ ଲାଗି ଅନ୍ତରୀଣ ଜାମିନ୍ ମଂଜୁର କରିଛନ୍ତି  ।  ସୂଚନାଯୋଗ୍ୟ ଯେ ସିସୋର…

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତା ବଢ଼ିଲା 

  ଭୁବନେଶ୍ୱର :  ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି  । ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗା ଭତା ୫ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି…

ବାରିପଦା ପୌରପରିଷଦ : ଅମୃତ ଟିମ ଲିଡରଙ୍କୁ କାଉନସିଲରଙ୍କ ମାଡ !

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଅମୃତ ଯୋଜନାରେ ଟିମ ଲିଡର ଭାବେ କାର୍ଯ୍ୟକରୁଥିବା ସାଗର ରଞ୍ଜନ ପଲେଇ ନାମକ ଜଣେ କର୍ମଚାରୀଙ୍କୁ ୨ନମ୍ବର ୱାର୍ଡର କାଉନସିଲର ପ୍ରଶାନ୍ତ କୁମାର ପଟ୍ଟନାୟକ ମାଡ ମାରିଥିବା ନେଇ ବାରିପଦା ଟାଉନଥାନାରେ ଅଭିଯୋଗ କରିଛନ୍ତି ।  ସାଗରଙ୍କ…

ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ କିମ୍ବା ଇରମ… କାହା ନାମ ନାହିଁ

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ତାଲିକା ଦେଲେ ସରକାର   ଭୁବନେଶ୍ୱର : ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ । ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ…

ଜଙ୍ଗଲ ଜଗିବା ପରିବର୍ତ୍ତେ ସହର ଜଗିବାରେ ଅଧିକ ସମୟ ଦେଉଛନ୍ତି ବନ କର୍ମଚାରୀ

  ଦନ୍ତା ଆକ୍ରମଣରେ ଯୁବକ ମୃତ, ମୃତକ ପରିବାରକୁ କ୍ଷତି ପୁରଣ ମିଳିବାର ପ୍ରତିଶ୍ରୁତି ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧୀନରେ ଥିବା ମଞ୍ଚାବନ୍ଧା ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜୀବନ ହାରିଲେ ନୟାପୁରସ୍ତମପୁର ଗ୍ରାମ ଖଡ଼ିଆ ସମ୍ପ୍ରଦାୟର ଯୁବକ ବିଶୁ ଦେହୁରୀ ।…

ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ୨୯ରୁ

ବାରିପଦା(ଦିଲ୍ଲୀପ ମହାନ୍ତି ) ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ଚଳିତ ଅପ୍ରେଲ ୨୯ ଓ ୩୦ ଦୁଇଦିନ ଧରି ଭୂବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ପରିସରରେ ଆୟୋଜିତ ହେଉଥିବା ବେଳେ ୨୮ରେ ଏହାର ଉଦଘାଟନୀ ସମାରୋହ ସନ୍ଧ୍ୟା ୬ରେ କଟକ ଜବାହରଲାଲ ନେହେରୁ ଇନଡେ଼ାର…