କୃଷି ବୀମା ପ୍ରାପ୍ୟ ଚାଷୀଙ୍କୁ ପ୍ରଦାନ କରିବା ଦାବିରେ ବିଜେପିର ବିକ୍ଷୋଭ 

ଟିଟିଲାଗଡ,(ସୁନୀଲ ବେହେରା ) କୃଷି ବୀମା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଧ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ସ୍ଥାନୀୟ…

କୁଲି ଓ କୁଲିସ ଜାତିକୁ ଆଦିବାସୀ ତାଲିକାରେ ସ୍ଥାନ ଦେବା ପ୍ରତିବାଦରେ ଗର୍ଜିଲେ ଆଦିବାସୀ 

ଟିଟିଲାଗଡ଼,(ସୁନୀଲ ବେହେରା ) କୁଲିକୁଲିସ ଜାତିକୁ ଆଦିବାସୀ ତାଲିକାରେ ସାମିଲ କରାଯିବା ପ୍ରତିବାଦରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ବ୍ଲକ ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।…

ମଦଭାଟି ଡକାୟତି ମାମଲା :୩୨ ହଜାର ଟଙ୍କା ସମେତ ୩ ମୁଖ୍ୟ ଅଭିଯୁକ୍ତ ଗିରଫ 

"ଟିଟିଲାଗଡ଼,(ସୁନୀଲ ବେହେରା ) ଟିଟିଲାଗଡ଼ ଥାନା ଅଧିନସ୍ଥ ଲୁଥୁରବନ୍ଧ ଓ ପେଣ୍ଡରାପଦର ଘଟିଥିବା ଡକାୟତୀ ଘଟଣାର ୩ ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୩୨ ହଜାର ଟଙ୍କା, ତିନୋଟି ଭଙ୍ଗା ତାଲା, ଦୁଇଟି ମୋବାଇଲ, ଗୋଟିଏ ଲାଠି ଓ ଡକାୟତିରେ ବ୍ୟବହୁତ ଏକ ନମ୍ବର ବିହୀନ…

ଇନ୍ଦିରା ଆବାସ ପାଇବି ପାଇନାହାନ୍ତି ୧୧ ଜଣ ହିତାଧିକାରୀ

ଅର୍ଥ ଆତ୍ମସାତ କରିଥିବା ସରପଂଚ କୁଆଡେ ଏବେ ବ୍ଲକ ଅଧ୍ୟକ୍ଷ ରାଉରକେଲା/ସୁଶାନ୍ତ ବେହେରା :ସରକାର ପରେ ସରକାର ବଦଳି ଚାଲିଛି  । ସେପଟେ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ଗୁଡିକର ଡିଣ୍ତିମ ପିଟାଚାଲିଛି । ହେଲେ ହୋଇ ପାରୁନି ଗ୍ରାମାଞ୍ଚଳର ବିକାଶ l ଯୋଜନା କେବଳ ନେତା ଓ ସରକାରୀ…

କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ପ୍ରତି ପ୍ରଶାସନର ସାବତ ପୁଅ ଆଚରଣ : ବିକାଶର ଧାସ ବାଜୁନି ଏଇ ଦୁଇ ଗାଁକୁ

ଗୁଣପୁର ରୁ ସିଦ୍ଧାର୍ଥ ଦାଶଙ୍କ ରିପୋର୍ଟ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତ ର କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ଗୁଣପୁର ସଦର ଠାରୁ ୨୫ କିଲୋମିଟର ଦୂର ରେ ଅବସ୍ଥିତ । ଏଠାରେ ସମସ୍ତ ସରକାରୀ ଯୋଜନା ଅପହଞ୍ଚ । ଯାତାୟତ ନିମନ୍ତେ ରାସ୍ତାଘାଟର ସୁବିଧା ନାହିଁ ।…

ମହେନ୍ଦ୍ରଗିରିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ଲୋକଙ୍କ  ପ୍ରତି ଉଚିତ…

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ଅଧିବାସୀ  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ରାୟଗଡ ବ୍ଲକାଞ୍ଚଳରେ ଥିବା ଐତିହାସିକ ସଂପୁର୍ଣ୍ଣ ପୁରାଣ ପ୍ରସିଦ୍ଧ ପବିତ୍ର ଶୈବ ପୀଠ ମହେନ୍ଦ୍ରଗିରିର ସଂସ୍କୃତି ଓ  ପ୍ରକୃତିର ସୁରକ୍ଷା ସହ ମହେନ୍ଦ୍ରଗିରି ଅଞ୍ଚଳରେ ବିଭିନ୍ନ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ  ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଏବଂ ମାନ୍ୟବର ଜିଲ୍ଲା ଦୌରା ଜଜ୍‍-ତଥା -ପ୍ରାଧିକରଣ  ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଏସିଡ୍‍ ଆକ୍ରମଣକାରୀ ଉପରେ ଏକ…

ମାତିଛନ୍ତି ମଦୁଆ, ବଢୁଛି ଚୋରା ମଦ କାରବାର 

 ବଲାଙ୍ଗୀର/ନିରୋଜ ମିଶ୍ର : ଏହି ଅଞ୍ଚଳ ଦେଇ ପ୍ରାୟ ଦଶରୁ ଉର୍ଦ୍ଧ ଗାଁ ର ଲୋକ  ଯିବା ଆସିବା କରନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ  ସ୍କୁଲ କଲେଜ ବ୍ଯାଙ୍କ ଅଫିସ ଦିନ ମଜୁରିଆ ଖଟିଖିଆ ଗରିବ ଆଦିବାସୀ ମହିଳା  ସମସ୍ତେ ନିର୍ଭର କରନ୍ତି କିନ୍ତୁ ଏହି ଅଞ୍ଚଳ ଏବେ ଅସାମାଜିକ ଲୋକଙ୍କ…

 କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିଥାନ୍ତି !!!!!

ବିଜେଡ଼ି ଛାଡ଼ିଲେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ଲକ୍ଷ୍ମଣ ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଆଜି ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଶ୍ରୀଟୁଡ଼ୁଙ୍କ କହିବା…