ତିତଲି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ
ବଡ଼ଚଣା (ପ୍ରଫୁଲ୍ଲ କୁମାର ସାହୁ): ସମ୍ଭାବ୍ୟ ବାତ୍ୟା "ତିତଲି' ଆଶଙ୍କାରେ ଲୋକେ ଏକପ୍ରକାର ଆତଙ୍କିତ ହୋଇପଡ଼ିଥିଲେ । ଯଦିଓ ବାତ୍ୟା ଆଶଙ୍କା ଟଳିଯାଇଛି ତଥାପି ଏହାର ପ୍ରଭାବରେ ବଡ଼ଚଣା ବ୍ଲକର ବିଭିନ୍ନ ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ଛତିଆ, ବନ୍ଦାଳ, ବରୀ, କାଇମାଟିଆ, କାଇପଡ଼ା,…