ବନ୍ଦର ଚିକିତ୍ସାଳୟ ଦ୍ୱାରା ସ୍ୱଚ୍ଛ ଭାରତ ପଖୋଡା ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

  ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ବନ୍ଦର ଚିକିତ୍ସାଳୟ ନିୟମିତ ଭାବେ ରୋଗୀ ସେବା, ସରକାରୀ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଟିକା କରଣ ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ସ୍ୱଚ୍ଛ ଭାରତ ପଖୋଡା , ଡେଙ୍ଗୁ ସଚ୍ଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜାରିରଖିଛି । ଏହି ପରିପ୍ରେକ୍ଷିରେ…

କେବଳ ରାଜ୍ୟସରକାର ପଲିସି କରିବେ କି ତାକୁ କାର୍ଯ୍ୟକାରୀ କରାଇବେ? : ବିଜେପି

  ମେକ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ?  ରାଜ୍ୟ ନିୟୋଜନ କାର୍ଯ୍ୟାଳୟର ସଫଳତା ହାର ମାତ୍ର ୧ %  ପ୍ରତିଶତ ଭୁବନେଶ୍ୱର: ରାଜ୍ୟରେ କୌଣସି ବିଭାଗରେ ସାମଗ୍ରିକ ବିକାଶ ହୋଇପାରିନାହିଁ । ଦୀର୍ଘ ୧୮ ବର୍ଷଧରି ଶାସନ କରୁଥିବା ଶାସକ ବିଜେଡି…

ପାନୀୟ ଜଳ, ଗାଧୋଇବା ସମସ୍ୟା: ମହିଳାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ, ଧାରଣା ।

ଭଟଲି/ନୀଳ ଦୀପ : ବରଗଡ଼ ଜିଲା ଭଟଲି ବ୍ଲକ୍‌ କମଗାଁ ପଞ୍ଚାୟତ ଅନ୍ତର୍ଗତ କର୍ଲାଜୋରୀ ଗ୍ରାମରେ ଉଭୟ ପାନୀୟ ଜଳ ଏବଂ ଗାଧୋଇବା ପାଇଁ ଉଦ୍ଦିଷ୍ଟ  ଜଳ ସମସ୍ୟା ଦିନକୁ ଦିନ ଉତ୍କଟ  ହେବାରେ ଲାଗିଛି। ଫଳରେ ସୋମବାର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯେଉଁ…

ଚଳନ୍ତି ସମୟର ଅଜସ୍ର ଅକୁହା କଥାକୁ କହେ କବିତା: ସମସ୍ୟାକୁ ନେଇ କବିଟିଏ ଦୁଃଖ କରେ, କାନ୍ଦେ  ଓ ଲେଖେ କବିତା 

ପ୍ରଚଣ୍ଡ ଖରାରେ ଶାନ୍ତି ଓ ଶୀତଳତାର ବାର୍ତ୍ତା ବାଣ୍ଟିଲା ନିଦାଘୋତ୍ସବ  ବଲାଙ୍ଗିର(ନିରୋଜ ମିଶ୍ର)-  ପ୍ରଚଣ୍ଡ ନିଦାଘ ବେଳାରେ କବିତାର ଚନ୍ଦନ ପ୍ରଲେପ ବେଶ ବିମୁଗ୍ଧ କରେ ମନ ଓ ପ୍ରାଣକୁ । କବିତାର କୋମଳ ପଣ ଓ ଶାଶ୍ୱତ ଆଲିଙ୍ଗନ ତୃତ୍ତକରେ ବର୍ତ୍ତମାନର ବିବ୍ରତ ଜନମାନସକୁ । ସ୍ଥାନୀୟ…

 ଆର୍ଟ ଅଫ୍ ଲିଭିଙ୍ଗର ସ୍ୱେଚ୍ଛାସେବୀ ତାଲିମ ଶିବିର ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମୋତ୍ସବ

  ବଲାଙ୍ଗିର(ନିରୋଜ ମିଶ୍ର)- ଆନ୍ତର୍ଜାତୀୟ ଅନୁଷ୍ଠାନ  ଆର୍ଟ ଅଫ୍ ଲିଭିଙ୍ଗ ମଣିଷ ସମାଜର ଜୀବନ ଶୈଳିରେ ଆନନ୍ଦ ଓ ଖୁସିର ମାଧ୍ୟମ ପ୍ରତିଷ୍ଠାରେ  ସଦା କାର୍ଯ୍ୟରତ । ଏହି କ୍ରମରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆର୍ଟ ଅଫ୍ ଲିଭିଙ୍ଗ ବଲାଙ୍ଗିର ଶାଖା ପ୍ରାୟୋଜିତରେ ଚାରିଦିନ ବ୍ୟାପି…

 ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତି ପାଇଁ ଦାବୀ

Bolangir/ Niroj Mishra :ରାଜେନ୍ଦ୍ର  ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଲୟରେ ପରିଣତ କରିବା ପାଇଁ ପ୍ରସ୍ତବ ନେଇ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ର ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ଏବଂ ଛାତ୍ର ବିଜେଡିର ଏକ ପ୍ରତିନିଧି ଦଳ ନବିନ…

ପୁରୁଣା ବାଲେଶ୍ୱର କ୍ରିକେଟ୍ ପ୍ରିମିୟର ଲିଗ୍ ଉଦଯାପିତ 

 ବାଲେଶ୍ୱର,(ଉଜ୍ଜ୍ୱଳ କର ): ପୁରୁଣା ବାଲେଶ୍ୱର ୪ର୍ଥ ପ୍ରିମିୟର ଲିଗ୍ ଟୁର୍ନାମେଣ୍ଟ  ଆଜି ଉଦଯାପିତ ହୋଇଯାଇଛି । ପୁରୁଣା ବାଲେଶ୍ୱର ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ପ୍ରିମିୟର ଲିଗରେ ମୋଟ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍ ନିମକାଳୀ ଷ୍ଟ୍ରାଇକର୍ସ ଓ ବଜରଙ୍ଗୀ…

ଚାଷୀ ଆତ୍ମହତ୍ୟା ରୋକିବାକୁ ଅଭିନବ ପ୍ରୟାସ: ‘ଆମେ ଅଛୁ’ ଅଭିଯାନରେ ବାହାରିଲେ ଶିକ୍ଷକ ।

ବରଗଡ଼-କୃଷକ ବଞ୍ଚିଲେ କୃଷି ବଞ୍ଚିବ । କୃଷି ବଞ୍ଚିଲେ ଆମେ ବଞ୍ଚିବା। କୃଷକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ ହେବାକୁ ଦେବା ନାହିଁ । କୃଷକ ହେଉଛି ସମାଜର ମେରୁଦଣ୍ଡ । କୃଷି ହେଉଛି ରାଜ୍ୟ ଓ ଦେଶ ପ୍ରଗତିର ମୂଳପିଣ୍ଡ । କୃଷି ଓ କୃଷକଙ୍କ ବିନା ବିକାଶର ସ୍ବପ୍ନ ଅଧୁରା । ଓଡ଼ିଶା ରାଜ୍ୟରେ କୃଷି…

ମହାନଦୀ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ମହାସଂଗ୍ରାମ, ନବୀନ  ନେବେ ନେତୃତ୍ୱ

ମଇ ୧୬ରୁ ଆରମ୍ଭ ହେବ ସୁରକ୍ଷା ସଚେତନତା ଅଭିଯାନ ଭୁବନେଶ୍ୱର : ‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବି’, ଏଭଳି ଏକ ଉକ୍ତି ରଖି  ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପାଇଁ ନିଜର ଆବେଗ ଓ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଛନ୍ତି ଏବଂ ମହାନଦୀ ପାଇଁ…