ଦିଲ୍ଲୀପ ତିର୍କୀ ହେଲେ ଓଟିଡିସି ଅଧ୍ୟକ୍ଷ
ଭୁବନେଶ୍ୱର: ରାଜ୍ୟସଭା ପାଳି ସରିବା ପରେ ରାଜନୈତିକ ଦୃଷ୍ଟିରୁ ଫାଙ୍କା ବସିଥିବା ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆନ୍ତର୍ଜାତୀୟ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ରାଜ୍ୟ ସରକାର ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଦପ୍ତର…